Browsing Tag

#odisha

ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ, ୪ ପାଇଲଟ ମୃତ

ଫିଲିପାଇନ୍ସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଫିଲିପାଇନ୍ସ ବାୟୁସେନାର ୪ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି ।ଫିଲିପାଇନ୍ସର ବାଟାଙ୍ଗାସ୍ ପ୍ରଦେଶର ଲିପା ସହରସ୍ଥିତ ଫର୍ନାଣ୍ଡୋ ଏୟାର…

OnePlus 16 ପରେ ଏବେ ଲଞ୍ଚ୍ ହେବାକୁ ଯାଉଛି କମ୍ପାନୀର ଆଉ ଦୁଇଟି ଦମଦାର ସ୍ମାର୍ଟଫୋନ୍

ସ୍ମାର୍ଟଫୋନ୍ ବଜାରରେ ପୁଣି ଧମାକା କରିବାକୁ ପ୍ରସ୍ତୁତ OnePlus । OnePlus 16 ପରେ ଏବେ ଲଞ୍ଚ୍ ହେବାକୁ ଯାଉଛି କମ୍ପାନୀର ଆଉ ଦୁଇଟି ଦମଦାର ସ୍ମାର୍ଟଫୋନ୍ । OnePlus Ace 7 ଏବଂ Ace 7 Pro ନାମରେ ଆସିବ ଏହି ନୂଆ ଫୋନ୍ । ଅକ୍ଟୋବର ୨୯ ତାରିଖରେ ଚୀନରେ ଏହି ଦୁଇଟି ଫୋନ୍ ଲଞ୍ଚ୍ ହେବାକୁ…

୨୮ ତାରିଖ ଅପରାହ୍ଣରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅର୍ଣ୍ଣବ,ଏହି ସବୁ ଜିଲ୍ଲାରେ ୨୮ ଓ ୨୯ ସ୍କୁଲ୍ ଛୁଟି

ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଅର୍ଣ୍ଣବ ।  ଆସନ୍ତା ୨୮ ତାରିଖ ଅପରାହ୍ଣରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ୍ ।  ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାକୁ ବାତ୍ୟା ଅର୍ଣ୍ଣବ ପ୍ରଭାବିତ କରିବା ଆକଳନ କରାଯାଇଛି ।  ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ଅଧିକ ବେଗରେ ବର୍ଷା ଓ ପବନ…

JMISU ଛାତ୍ର ଆନ୍ଦୋଳନର ହିଂସକ ରୂପ,ଇଲେକ୍ସନକୁ ପୁନଃ ଆରମ୍ଭ କରିବାକୁ ଦାବି,ଲାଗିଲା ଫ୍ରି ସର୍ଜିଲ ଇମାମ ଓ ଫ୍ରି…

ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସକ ରୂପ ନେଇଛି। କ୍ୟାମ୍ପସ ଇଲେକ୍ସନକୁ ପୁନଃ ଆରମ୍ଭ କରିବାକୁ ଦାବି କରୁଥିବା ଛାତ୍ରଛାତ୍ରୀମାନେ ଶନିବାର ୟୁନିଭର୍ସିଟି ସୁରକ୍ଷାକର୍ମୀଙ୍କ ସହ ମାରପିଟ କରିଥିଲେ। ଗଣ୍ଡଗୋଳ ବଢ଼ିବାରୁ ୟୁନିଭର୍ସିଟି…

IND vs NZ 2nd T20 : ନ୍ୟୁଜିଲାଣ୍ଡକୁ ୪ୱିକେଟରେ ପରାସ୍ତ କରିଛି ଭାରତ

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ର ଦମଦାର ପ୍ରଦର୍ଶନ । ଆଗଧାଡ଼ିର ଖେଳାଳିମାନେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ନଥିବାବେଳେ ମଧ୍ୟ ନିମ୍ନକ୍ରମରେ ଥିବା ଯୁବ ବ୍ୟାଟରମାନେ ବ୍ୟାଟିଂ ରେ ଭଲ ପ୍ରଦର୍ଶନ କରି ଭାରତକୁ ବିଜୟ ଦେଇଛନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦…

ସାମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କଲା…

ସାମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା । ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ପ୍ରଶାସନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କଲା ପ୍ରଶାସନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମଧ୍ୟକୁ ଯିବା ଉପରେ କଟକଣା…

ସ୍କ୍ରବ୍ ଟାଇଫସ୍ ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ,ସ୍ୱାସ୍ଥ୍ୟ ବିଭାଗ ସଜାଗ

ସ୍କ୍ରବ୍ ଟାଇଫସ୍ ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଉଜ୍ଜ୍ୱଳପୁର ଗାଁର ହରିହର ପଟ୍ଟା । ବିଲରେ କାମ କରିବାକୁ ଯାଇଥିବା ସମୟରେ ସ୍କ୍ରବ୍ ଟାଇଫସ୍ ବାହକ କୀଟ କାମୁଡ଼ିବା ପରେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି…

ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ,୨୬ରେ ବାତ୍ୟା ସୃଷ୍ଟି

ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ । ଏବେ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ଅବପାତ ରୂପ ନେବା ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଆଣ୍ଡାମାନସାଗରରେ ବାତ୍ୟା ସୃଷ୍ଟି ହୋଇ ୨୭ ତାରିଖ ବେଳକୁ ଏହା ଏକ ଶକ୍ତିଶାଳୀ ରୂପ ନେବ। ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା…

ଜାଣନ୍ତୁ କିପରି କଟିବ ଆଜିର ରାଶିଫଳ

ମେଷ- କର୍ମକ୍ଷେତ୍ରରେ କାମର ଚାପ ଅନୁଭବ କରିପାରନ୍ତି। ଅଟକିଥିବା କାମକୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ାନ୍ତୁ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିଲେ ଭଲ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବୃଷ- ଆୟ…

ଫ୍ଲିପକାର୍ଟ ଆପ୍‌ରେ ଜିନିଷ କିଣିବା ସହିତ ମନପସନ୍ଦର ଖାଦ୍ୟ ଅର୍ଡର କରିବାର ସୁବିଧା ମିଳିବ

ଭାରତରେ ଯଦି ଅନଲାଇନ୍ ସପିଂ କଥା ଆସେ ତେବେ ପ୍ରଥମେ ଫ୍ଲିପକାର୍ଟର ନାଁ ଆସେ । ମୋବାଇଲ୍ ଫୋନ୍‌ଠାରୁ ଆରମ୍ଭ କରି ଡ୍ରେସ୍ ଓ ଘରୋଇ ଜିନିଷ ପର୍ଯ୍ୟନ୍ତ ଅନେକ ଜିନିଷ କିଣିବା ପାଇଁ ଗ୍ରାହକ ଏହି ପ୍ଲାଟଫର୍ମ ଉପରେ ଭରସା କରିଥାଆନ୍ତି । ଏବେ ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ସୁବିଧା ଆଣିବାକୁ…