ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଲା ପଞ୍ଜାବ
ପୁଣି ହାରିଲା ମୁମ୍ବାଇ । ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ । ବିଜୟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ । ୧୯୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୬.୩ ବଲରେ ଜିତି ନେଇଛି ଶ୍ରେୟସ ବାହିନୀ । ୩ ଓ୍ବିକେଟ୍ ବିନିମୟରେ ଏହି ବିଜୟୀ ସ୍କୋରକୁ ସହଜରେ ହାସଲ କରିଛି । ପ୍ରଭସିମରନ ଏବଂ…