Browsing Tag

#odisha

ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା

ଭୁବନେଶ୍ବର: ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା । ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ପୁଲିସ ସବ ଇନ୍ସପେକ୍ଟର

ବନ୍ଦ ହେଲା ହୀରାକୁଦର ଆଉ ୬ଟି ଗେଟ

ହୀରାକୁଦର ଗେଟ ବନ୍ଦ ହେବାରେ ଲାଗିଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଗେଟ ବନ୍ଦ କରାଯାଉଛି । ସେପଟେ ଗେଟ ବନ୍ଦ ହେବା ପରେ ତଳମୁଣ୍ଡରେ ବର୍ତ୍ତମାନ ବନ୍ୟା ସ୍ଥିତି ଟିକିଏ ସୁଧୁରିବାରେ ଲାଗିଲାଣି । ଲଗାଣ ବର୍ଷା ପରେ ସବୁ ଆଡେ ଜଳମଗ୍ନ ଥିବା ବେଳେ କିପରି ଲୋକମାନଙ୍କ ପାଖରେ ସହାୟତା

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍‌) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ୨୦୧୯ ଅଗଷ୍ଟ ୧୫ତାରିଖରେ

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଅମିତ ରୋହିଦାସ ସମ୍ମାନିତ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ମୁଖ୍ୟାଳୟ ରେଳସଦନ ଠାରେ ଏହାର ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଳପଥ କ୍ରୀଡା ସଂଗଠନର (ଇକୋର) ସଭାପତି ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ

ପୂର୍ବତଟ ରେଳ ଦ୍ବାରା ସଦଭାବନା ଦିବସ ପାଳିତ

ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଏବଂ ସମସ୍ତ ରେଳମଣ୍ଡଳ ମାନଙ୍କ ଠାରେ ସଦଭାବନା ଦିବସ ପାଳନ କରାଯାଇଅଛି I ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନେ

ମନ କି ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା

ଆସୁଛି ବର୍ଷା: ଅବପାତର ରୂପ ନେଲା ଲଘୁଚାପ

ଆସୁଛି ପୁଣି ବର୍ଷା, ସଂଧ୍ୟା ସୁଦ୍ଧା ପୁଣି ଲଘୁଚାପ ବର୍ଷା ଓଡ଼ିଶାରେ ହେବ । ଆଇଏମଡି ଡିଜି ଏନେଇ ସୂଚନା ଦେଇଛନ୍ତି । ସଂଧ୍ୟାରେ ବାଲେଶ୍ୱର ଦେଇ ଗତି କରିବ ବର୍ଷା । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶ ଦେଇ ଯିବ ଅବପାତ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ

ଆଜି ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ସାରା ଭାରତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ମଥୁରା ଠାରୁ ଆରମ୍ଭ କରି ସାରା ଭାରତରେ ଆଜି ଉତ୍ସବମୁଖର ହୋଇଉଠିଛି । ଅଧର୍ମର ନାଶ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ପୃଥିବୀ ପୃଷ୍ଣରେ ଜନ୍ମ ନେଇଥିଲେ । ଦ୍ୱାପରଯୁଗରେ ପ୍ରବଳ

ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ ହୀରାକୁଦ ଜଳ

ହୀରାକୁଦରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ। ହୀରାକୁଦ ଜଳ ମିଶିବା ପରେ ମୁଣ୍ଡଳିରେ  ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଆଜି ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ସେ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ

ଯୁକ୍ତ ଦୁଇ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଲା

ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । +୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍‌ଅଫ୍‌ ମାର୍କ ତାଲିକା । କଳାରେ ୮୩.୫୦% ସହ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପରେ ରହିଛି । ୮୩.୩୩% ମାର୍କ ସହ ରେଭେନ୍ସା ୨ୟ ଓ ୮୩.୧୭% ମାର୍କ ସହ ନରସିଂହପୁର କଲେଜ ୩ୟରେ ରହିଛି । ବାଣିଜ୍ୟରେ