Browsing Tag

#odisha

ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ

ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ। ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଲେ- ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି, ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍‌ ପିକ ରହିଥିଲା, ସେହି ପାଣିର ପ୍ରଭାବ ୨୪ ଘଣ୍ଟା ପରେ ମୁଣ୍ଡଳିରେ ଅନୁଭୂତ ହେବ; ତେଣୁ ୨୪

ବନ୍ୟା ସ୍ଥିତି ସମୀକ୍ଷା: ସତର୍କ ରହିବାକୁ ପରାମର୍ଶ

ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବନ୍ୟା ଆସିବାକୁ ନେଇ ଆଲୋଚନା ହୋଇଛି ।

ଲଗାଣ ବର୍ଷା ପରେ ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର

ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର । ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର, ଜଳସ୍ତର ୨୭.୧୫ ମି । ସେହିପରି ଆଳିପିଙ୍ଗଳରେ ଦେବୀ ନଦୀର ଜଳସ୍ତର ବୃଦ୍ଧି

ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ

ହୀରାକୁଦ ଜଳ ଭଣ୍ଡାରରେ ପାଣି ବଢ଼ି ବଢ଼ି ଚାଲିଛି । ୩୪ଟି ଗେଟ ଦେଇ ବର୍ତ୍ତମାନ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି  ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଦେଶ କୃତଜ୍ଞ: ମୋଦି

ଦେଶ ପାଳୁଛି ୭୬ତମ ସ୍ବାଧିନତା ଦିବସ । ଆଜାଦି କା ଅମୃତ ମହୋତ୍ସବରେ ଦେଶବାସୀ ସମସ୍ତେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ତ୍ରୀରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି “ସ୍ୱାଧୀନତାର ୭୫ବର୍ଷ ପୂରଣ ହେତୁ

ଅନାଲୋଚିତ ସଂଗ୍ରାମୀ ମାନଙ୍କୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବେ ମୋଦି ସରକାର

ମୋଦି ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଇତିହାସ ପୃଷ୍ଠାରେ ଅନାଲୋଚିତ ବୀର ସଂଗ୍ରାମୀ ମାନଙ୍କୁ ଲିପିବଦ୍ଧ କରି ଭାରତବର୍ଷର ଗୌରବମୟ ଇତିହାସକୁ ଶ୍ରୀବୃଦ୍ଧି କରିବା କାର୍ଯ୍ୟରେ ପ୍ରଚେଷ୍ଟାରତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର…

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି ଅଭିଭାଷଣ ଆରମ୍ଭ କରି କହିଛନ୍ତି- ମୋର ପ୍ରିୟ ଦେଶବାସୀ,  ନମସ୍କାର ! ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ

ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ

ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଗତ ଦୁଇ ଦିନ ଧରି ଲାଗିରହିଛି ବର୍ଷା । ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେବା ପରେ ଏହି ଲଗାଣ ବର୍ଷା ହେଉଛି । ବାଲେଶ୍ବରର ପୂର୍ବ-ଉତ୍ତରପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେଇଛି। ଏହାର

ତ୍ରିରଙ୍ଗା ସହ ଫଟୋ ସେୟାର କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା ଅଭିଯାନକୁ ମିଳିଥିବା ବିପୁଳ ଜନ ସମର୍ଥନକୁ ନେଇ ଖୁସି ଏବଂ ଗର୍ବ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ରେକର୍ଡ ଅଂଶଗ୍ରହଣ ଦେଖୁଛୁ । ଶ୍ରୀ ମୋଦୀ ନାଗରିକମାନଙ୍କୁ