Browsing Tag

#odisha

ଅଭିନେତ୍ରୀଙ୍କୁ ମିଳିଲା ରେପ୍‌ ଧମକ

କୋଲକାତା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ସିବିଆଇ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି। ଏହି ସମୟରେ ତୃଳମୂଳ କଂଗ୍ରେସର ପୂର୍ବତନ ଏମ୍‌ପି ତଥା ଅଭିନେତ୍ରୀ ମିମି…

୨୦୩୦ ଶେଷ ସୁଦ୍ଧା ଦେଶରେ ଏସି ବଜାର ଦୁଇଗୁଣା ହେବ

ଏବେ ଦେଶର ଏସି ବଜାର ୧.୪ କୋଟି ଥିବାବେଳେ ୨୦୩୦ ମସିହା ବେଳକୁ ଏହା ୩ କୋଟିରେ ପହଞ୍ଚିବ ବୋଲି ବ୍ଲୁ ଷ୍ଟାର୍‌ର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ୍‌ ଆକଳନ କରିଛନ୍ତି। ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଅସହ୍ୟ ତାତି ଅନୁଭୂତ ହୋଇଥିଲା। ଏଥିସହିତ ଆଇପିଏଲ୍‌ ସାଙ୍ଗକୁ ସାଧାରଣ ନିର୍ବାଚନ…

କାଂସ୍ୟ ପଦକ ବିଜେତା ହକି ଟିମଙ୍କୁ ଭବ୍ୟ ସ୍ବାଗତ, କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତାଙ୍କୁ ଓଡ଼ିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ସୋ’ରେ ଶହ ଶହ ଲୋକ…

ଫେବୃଆରୀ ୧୫ରେ +୨ ପରୀକ୍ଷା

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରୀ ୧୫ରେ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା। ଏହାର ଅବ୍ୟବହିତ ପୂର୍ବରୁ ଜାନୁଆରୀ ୧ରୁ ୧୨ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ନିଜ ସୁବିଧା ଅନୁସାରେ ଏହି ତାରିଖ ଭିତରେ ପରୀକ୍ଷା କରିବେ। ଇଣ୍ଟରନାଲ ପରୀକ୍ଷା…

ଆଜିର ରାଶିଫଳ

ମେଷ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ମନୋଯୋଗ ଦିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ସୂଚନା ପାଇବେ। ‌ ବୃଷ: ଅନଲାଇନିରେ ଉପାର୍ଜନ ଲାଗି ସୁଯୋଗ ପାଇବେ। ରାଜନୀତିରେ ସଫଳତା ପାଇବେ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି…

ଆଜି ଭାରତ ବନ୍ଦ

ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ…

ଆଜି ପ୍ରବଳ ବର୍ଷିବ

ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଆସନ୍ତା ସପ୍ତାହେ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ବୁଧବାର ରାଜ୍ୟର ପ୍ରାୟ ୨୪ ଜିଲାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅଧିକାଂଶ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା…

ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର:  ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା କିନ୍ତୁ, ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହାଲ୍ଲା କରିବା ସହ ଜୋରଦାର ପ୍ରତିବାଦ କରିଥିଲେ। ପରେ ପରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି। ବିରୋଧୀଙ୍କ…

ଦୁନିଆ ଦେଖିବ ୟୁଭିଙ୍କ କାହାଣୀ

ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା ଏହାର ପ୍ରଯୋଜନା ଭାର ବହନ କରିବେ। ଭୂଷଣ…

ପିଲାଙ୍କ ୟୁନିଫର୍ମ କିଣାରେ ଦୁର୍ନୀତି

ଅଙ୍ଗନବାଡି କୁନି କୁନି ପିଲାଙ୍କ ୟୁନିଫର୍ମରେ ଦୁର୍ନୀତି ଅଭିଯୋଗ। ୩ ହଜାର ୬୮୬ ଜଣ ପିଲାଙ୍କ ପୋଷାକ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି । କଟକ ନିଆଳି ବ୍ଲକ ୨୩ ଗୋଟି ପଞ୍ଚାୟତରେ ୮ଟି ସେକ୍ଟରରେ ଏହି ଘୋଟାଲା ହୋଇଥିବା ଅଭିଯୋଗ।୩ ହଜାର ୬୮୬ ଜଣ ପିଲାଙ୍କ ମଧ୍ୟରୁ ୧ ହଜାର ୮୮୭ ଜଣ ପୁଅ ,୧…