୨ୟ ଟେଷ୍ଟ ଜିତି ଶୃଙ୍ଖଳା ଡ୍ର ରଖିଲା ପାକିସ୍ତାନ,୩ ବର୍ଷ ପରେ ବିଦେଶମାଟିରେ ଏହା ପାକିସ୍ତାନର ପ୍ରଥମ ଟେଷ୍ଟମ୍ୟାଚ୍…
ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍କୁ ୮ ୱିକେଟ୍ରେ ଜିତିବାରେ ସଫଳ ହୋଇଛି ପାକିସ୍ତାନ। ଫଳରେ ୨ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ୧-୧ରେ ଡ୍ର ରହିଛି। ପ୍ରଥମ ଇନିଂସରେ ୪୩ ରନ୍ ପଛେର ରହିଥିବା ୱେଷ୍ଟଇଣ୍ଡିଜ୍ ୨ୟ ଇନିଂସରେ ପାକିସ୍ତାନ…