Browsing Tag

#odisha

ମହାନଦୀ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ,ବହୁତ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ

ଛତିଶଗଡ ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସି ମହାନଦୀ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ ବୋଲି କହିଛନ୍ତି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ  । ଦୁଇ ରାଜ୍ୟର ଉନ୍ନତି ଓ ଜନକଲ୍ୟାଣ ପାଇଁ ସମନ୍ୱୟ ଏବଂ ସହଯୋଗକୁ…

OnePlus 13s ର ଏକ ନୂଆ 16GB RAM ଭାରିଆଣ୍ଟ ଲଞ୍ଚ କରିଛି,ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

 OnePlus ଏହାର ଗତ ବର୍ଷର କମ୍ପାକ୍ଟ ଫ୍ଲାଗସିପ୍ ଫୋନ୍, OnePlus 13s ର ଏକ ନୂଆ 16GB RAM ଭାରିଆଣ୍ଟ ଲଞ୍ଚ କରିଛି । ଏହି ଫୋନ୍ ଏକ Qualcomm Snapdragon 8 Elite ଚିପସେଟ୍ ସହିତ ଆସିଥାଏ । ପୂର୍ବରୁ, କମ୍ପାନୀ ଏହାକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ପ୍ରଦାନ କରିଥିଲା, ଯାହା ହେଉଛି…

ମଧ୍ୟପ୍ରଦେଶରୁ ସ୍ବତନ୍ତ୍ର ଆମ୍ବୁଲାନସରେ ଆସୁଛି ୭ ଓଡ଼ିଆଙ୍କ ମରଶରୀର,ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ପାଇଁ ଆୟୋଜନ

ମଧ୍ୟପ୍ରଦେଶରୁ ସ୍ବତନ୍ତ୍ର ଆମ୍ବୁଲାନସରେ ଆସୁଛି ୭ ଓଡ଼ିଆଙ୍କ ମରଶରୀର । ମଧ୍ୟପ୍ରଦେଶ ନାଲଖେଡାରୁ ମା ବଗଳାମୁଖୀଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପରିବାର ଛାରଖାର ହୋଇଯାଇଛି । କିଛି ସମୟ ପୂର୍ବରୁ ଓଡ଼ିଶା ସୀମା ରେ ପ୍ରବେଶ କରିଛି ସ୍ବତନ୍ତ୍ର ଆମ୍ବୁଲାନ୍ସ । ତିନୋଟି…

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫, ୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ରୁଷର ବିଭିନ୍ନ ଅଞ୍ଚଳରେ ୟୁକ୍ରେନର ଏକ ହଜାରରୁ ଅଧିକ ଡ୍ରୋନ୍ ଆକ୍ରମଣ,ମସ୍କୋର ଏକ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ…

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣିଥରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ଚର୍ଚ୍ଚା ବଢ଼ିଛି । ରୁଷୀୟ ଅଧିକାରୀଙ୍କ ଅନୁସାରେ, ରାତିରେ ୟୁକ୍ରେନ ପକ୍ଷରୁ ରୁଷର ବିଭିନ୍ନ ଅଞ୍ଚଳ ଆଡ଼କୁ ଏକ ହଜାରରୁ ଅଧିକ ଡ୍ରୋନ୍ ପଠାଯାଇଥିଲା । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦେଶର ବିଭିନ୍ନ…

ବାରବାଟୀରେ ଆଜିଠୁ ଟି-୨୦ କ୍ରିକେଟ ମହାସମର,ଭୁବନେଶ୍ବରରେ ପହଁଚିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା

ବାରବାଟୀରେ ଆଜିଠୁ ଟି-୨୦ କ୍ରିକେଟ ମହାସମର। ଚଉକା, ଛକାରେ ବର୍ଷିବ ବାରବାଟୀ ଷ୍ଟାଡିୟମ । ଏଥିପାଇଁ ଭୁବନେଶ୍ବରରେ ପହଁଚିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା । ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ସୁରେଶ ରୈନା । ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ…

ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି ଦୀପିକା ପାଦୁକୋଣ,ବାପ୍ପାଙ୍କ ଆଶୀର୍ବାଦ ପରେ ରଣବୀର ଦ୍ବିତୀୟ ଥର ପାଇଁ କନ୍ୟା…

ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ । ଦୀପିକା ପାଦୁକୋଣ ଦ୍ବିତୀୟ ପ୍ରେଗ୍ନେନ୍ସି ପାଇଁ ସେ ଚର୍ଚ୍ଚାରେ ଥିଲେ । ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି ଦୀପିକା ପାଦୁକୋଣ । ରଣବୀର ସିଂ ଏବଂ ଦୀପିକା ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ…

ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲା କମିସନରେଟ୍ ପୋଲିସ,ପୋଲିସ ଡ୍ରେସରେ ରହି ସୋସିଆଲ୍ ମିଡିଆରେ ଫଟୋ,…

ପୋଲିସ ଡ୍ରେସରେ ରହି ସୋସିଆଲ୍ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ମନା । ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲା କମିସନରେଟ୍ ପୋଲିସ । ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ ଭିଡିଓ ପୋଷ୍ଟ କରିପାରିବେନି । ଡ୍ୟୁଟି ସମୟରେ ଫଟୋ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ ଉପରେ କଟକଣା…

ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ଲଘୁଚାପ , ୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ

ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ଲଘୁଚାପ । ୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ । ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିଛି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗର ଏବଂ…

ଏହି ୫ଟି ନିର୍ଦ୍ଦିଷ୍ଟ ରାଶି ପାଇଁ ଆଜିର ଦିନଟି ଅତ୍ୟନ୍ତ ଲାଭଦାୟକ

ଆଜି ହେଉଛି ୨୦ ସେପ୍ଟେମ୍ବର ୨୦୨୬ ରବିବାର। ଭାଦ୍ରବ ମାସର ଶୁକ୍ଳ ପକ୍ଷ ନବମୀ ତିଥି ସହିତ ଆକାଶରେ 'ସର୍ବାର୍ଥ ସିଦ୍ଧି ଯୋଗ', 'ରବି ଯୋଗ' ଏବଂ 'ବୁଧାଦିତ୍ୟ ଯୋଗ' ଭଳି ଅନେକ ବିରଳ ଓ ଶୁଭ ସଂଯୋଗ ସକ୍ରିୟ ରହିଛି। ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁଯାୟୀ, ଗ୍ରହମାନଙ୍କ ଏହି ଶୁଭ ସ୍ଥିତି ସମସ୍ତ ରାଶି…