Browsing Tag

#odisha

୯୪୧ ଜଣ ଅଗ୍ନିବୀରଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏହି ନିଯୁକ୍ତି ସମାରୋହ ଆୟୋଜିତ ହୋଇଛି । ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଅଗ୍ନିଶମ ବାହିନୀରେ ଆଗକୁ ମହିଳା ନିଯୁକ୍ତ ହୋଇପାରନ୍ତି । ମହିଳାଙ୍କ ନିଯୁକ୍ତି ନେଇ ବିଚାର…

ଡିଜିପି ସମ୍ମିଳନୀରେ ଯୋଗଦେବେ ମୋଦୀ ଓ ସାହା

ଆସନ୍ତକାଲିଠୁ ଭୁବନେଶ୍ବରରେ ତିନି ଦିନିଆ ଡିଜିପି ସମ୍ମିଳନୀ । ଡିଜିପି ସମ୍ମିଳନୀ ପ୍ରସ୍ତୁତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ କନଭେନସନ୍ ସେଣ୍ଟର ଏବଂ ରାଜ୍ୟ ଅତିଥି ଭବନରେ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ…

୩୦ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି ସୁରମ ପାଢୀ

ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୁରୁବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହ କାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି।…

ଭିଜିଲାନ୍ସ ଜାଲରେ ସିଡିପିଓ ସାରାଣୀ ପାଣିଗ୍ରାହୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଆଗରେ ଧରାପଡିଛନ୍ତି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ୧୨ ହଜାର ଟଙ୍କା ଲାଞ୍ଚ…

୫୦ ଦିନରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କର୍ମ’

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି।  ଏହି ୫୦ ଦିନରେ ପ୍ରାୟ…

ସଂରକ୍ଷଣ ସୁବିଧା ପାଇଁ ଧର୍ମାନ୍ତୀକରଣ ସମ୍ବିଧାନ ପ୍ରତି ପ୍ରତାରଣା

କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସି. ସେଲଭାରାନିଙ୍କ ବାପା ହିନ୍ଦୁ ହୋଇଥିବାବେଳେ ମା’ ଖ୍ରୀଷ୍ଟିଆନ୍‌। ସେଲଭାରାନି ଜନ୍ମ…

କାଲି ଓଡ଼ିଶା ଆସିବେ ମାଦି

ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ଗୃହ ମନ୍ତ୍ରୀ…

ନିଯୁକ୍ତି ପାଇଲେ ୯୪୧ ଅଗ୍ନିଯୋଦ୍ଧା

ରାଜ୍ୟରେ ଆମ ସରକାର ଗଠନ ହେଲା ପରେ ବିଭିନ୍ନ ବିଭାଗରେ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ଖାଲି ପଦବି ରହିଛି, ତାକୁ ପୂରଣ କରାଯିବ। ସେଥିପାଇଁ ଯାହା ସବୁ ଆବଶ୍ୟକ ପଦକ୍ଷେପ ଦରକାର, ତାହା ନିଆଯିବ। ଖାଲି ଥିବା ପଦବି ପୂରଣ କରିବା ପାଇଁ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଯାହା ସବୁ ପଦବି ଖାଲି…

କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ

ଶେଷରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ସୁଜାତା କାର୍ତିକେୟନ । ରାଜନୀତିକ କାରଣରୁ ସରକାର ବଦଳିବା ପରେ ଝିଅର ପାଠପଢ଼ା କହି ଛୁଟିରେ ରହିଥିଲେ । ତେବେ ପୁଣି ଛଅ ମାସ ଛୁଟି ନମିଳିବାରୁ ଏବେ କାର୍ଯ୍ୟରେ ଯୋଗଦେଇଛନ୍ତି । ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା…

ଏସାର ଗ୍ରୁପ୍‌ ଅଧ୍ୟକ୍ଷଙ୍କ ପରଲୋକ

ଏସାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସହ-ପ୍ରତିଷ୍ଠାତା ଶଶିକାନ୍ତ ରୁଇଆ(୮୧)ଙ୍କର ପରଲୋକ ହୋଇଛି। ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶଶିକାନ୍ତଙ୍କର ମୃତ୍ୟୁ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ହୋଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ଶଶିକାନ୍ତଙ୍କୁ ପ୍ରାୟ ମାସକ ପୂର୍ବେ…