Browsing Tag

#odisha

ସଞ୍ଚୟରେ ଭାରତ ଚତୁର୍ଥ

ଭାରତରେ ଲୋକମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ବହୁଦିନରୁ ରହିଛି। ଆଧୁନିକ ଯୁଗରେ ହୋଇଥିବା ଆର୍ଥିକ ପରିବର୍ତ୍ତନ ସତ୍ତ୍ବେ ଲୋକଙ୍କ ସଞ୍ଚୟ ମାନସିକତା ସେତେଟା ବଦଳିନାହିଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର ୩୦.୨ ପ୍ରତିଶତ…

୯ ରେ ପ୍ରଧାନମନ୍ତ୍ରୀ ଓ ୧୦ରେ ରାଷ୍ଟ୍ରପତି ଓଡିଶା ଆସିବେ

ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ମୋଦି ୯ରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ସାମିଲ ହେବେ।…

ସେନା ଗାଡ଼ି ଦୁର୍ଘଟଣା ଗସ୍ତ , 5 ଯବାନ ସହିଦ 12 ଆହତ

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା । ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରି ଲେଖିଛି ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି…

ତିନି ଦିନ ହେବ ବୋରୱେଲରେ ଶିଶୁ , ଉଦ୍ଧାର କାର୍ଯ୍ୟ ଜାରି

୧୫୦ ଫୁଟ ତଳେ ୩ ଦିନ ହେବ ଜୀବନ ସଂଘର୍ଷ କରୁଛି ୩ ବର୍ଷର ଶିଶୁ କନ୍ୟା । ରାଜସ୍ଥାନର କୋଟପୁତଲୀର ଢାଣି ଗାଁରେ ବୋରୱେଲ ଭିତରେ ଖସିପଡିଥିବା ଶିଶୁକନ୍ୟା ଚେତନାକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଜୋର ଲଗାଇ ଦେଇଛି । ଏନଡିଆରଏଫ ଟିମ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଚଳାଇଛି । କିନ୍ତୁ ଏବେ ବି…

ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ

ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ । ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ ଅନୁମାନ କରାଯାଉଛି । ତେଣୁ ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ…

ଆଚି ବଡ଼ ଦିନ , ମଧ୍ୟରାତ୍ରୀରେ ଧରାବରଣ କରିଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରୀରେ ଧରାବରଣ କରିଲେ ପ୍ରଭୁ ଯୀଶୁ । ବଡ ଦିନ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ରାଜ୍ୟର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭିଡ଼ ଜମାଇଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା…

 ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା

ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜି ୮ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା…

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ହରିବାବୁ କାମ୍ଭମପତି

ବଦଳିଲେ ଓଡ଼ିଶାର ରାଜ୍ୟପାଳ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ହରିବାବୁ କାମ୍ଭମପତି । ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କାମ୍ଭମପତି । ପୂର୍ବରୁ ସେ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ । ୨୦୧୪ରୁ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ ।

ମନାଲିରେ ପ୍ରବଳ ବର୍ଷା, ତୁଷାରପାତରେ ଫସିଲା ପର୍ଯ୍ୟଟକଙ୍କ ଗାଡ଼ି

ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ହେତୁ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ଶତାଧିକ ଗାଡ଼ି ଫସିରହଛି। ଏହାରି ମଧ୍ୟରେ ୭ ଶହ ପର୍ଯ୍ୟଟକଙ୍କୁ ପୁଲିସ ଉଦ୍ଧାର କରି ସାରିଥିବା ସୂଚନା ରହିଛି। ପ୍ରବଳ…

ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍‌ ମିଶ୍ରଣ, ହୋଣ୍ଡା-ନିସାନ-ମିତସୁବିସିର ମିଶ୍ରଣ ହେବ

ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍‌ ମିଶ୍ରଣ ହେବାକୁ ଯାଉଛି। ଜାପାନର ତିନି ଗାଡ଼ି ନିର୍ମାତା ହୋଣ୍ଡା ମୋଟର କମ୍ପାନି, ନିସାନ ମୋଟର ମଧ୍ୟରେ ମିଶ୍ରଣକୁ ନେଇ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ଆରମ୍ଭ ହୋଇଛି। ଏଥିରେ ଅନ୍ୟତମ ଗାଡ଼ି ନିର୍ମାତା ମିତ୍‌ସୁବିସି ମଧ୍ୟ ଯୋଡ଼ି ହୋଇଛି। ମିଶ୍ରଣ…