Browsing Tag

#odisha

ଏଫଏକ୍ଯୁ୍ ମାନରେ କେତେ ହେବ କୋହଳ

ଏଫଏକ୍ଯୁ୍ ମାନରେ କେତେ କୋହଳ କରିହେବ ସେନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଜିଲ୍ଲା ସ୍ତରରେ ଚାଷୀ ଏବଂ ଜିଲ୍ଲାପାଳ ବସି ନିଷ୍ପତ୍ତି କରିବେ | ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି| ସେ କହିଛନ୍ତି, ଏଫଏକ୍ଯୁ୍ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରୋମାଇଜ କରିହେବନି |…

ଆଜି ଭୁବନେଶ୍ୱରରେ ଗର୍ଜିବେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ

ଆଜି ଭୁବନେଶ୍ୱରରେ ଗର୍ଜିବେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ  ।  ଚାକିରୀ ସର୍ତ୍ତାବଳୀ ଓ ପେନସନ ଦାବିରେ କରିବେ ଆନ୍ଦୋଳନ  । ଭୁବନେଶ୍ୱର ଲୋୟର  ପିଏମଜିରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ ବୋଲି ସଂଘ କହିଛି  । ୪୮୮ ବର୍ଗ …

ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ଅଜିଠୁ ବର୍ଷା କମିବ, ଶୀତ ବଢିବ

ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଆଜି ଅପରାହ୍ନ…

ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ 

ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ଦୁଇ ବର୍ଷ ଭିତରେ ରାଜ୍ୟରେ ୭୫ ନିଯୁକ୍ତି ଦେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସୁଶାସନ ଦିବସ ବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏହି ବଡ଼ ଘୋଷଣା କରିଛନ୍ତି  ।…

 ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ

ଆଜି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହିବା ପରେ ଏଥର ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଥର ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ

 ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଫଳରେ ବର୍ଷାର ପ୍ରଭାବ କମିବ । ଲଗାତର ଅଦିନିଆ ବର୍ଷାରେ ବେହାଲ ହୋଇଛି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏଁ ସବୁଠି ବର୍ଷା ଲାଗି ରହିଛି । ଆଜି ଦକ୍ଷିଣ ଓଡ଼ିଶାର…

ଆସନ୍ତା୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗସ୍ତ ବେଳେ ଛବିଲ ସାଏଙ୍କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିବା ସହ ଅନେକ ବିକାଶ ମୂଳକ କାର୍ଯ୍ଯର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।  ୩୦ ଡିସେମ୍ବରରେ…

ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ନୂଆ ରାଜ୍ୟପାଳ ଓଡ଼ିଶାର ଦାୟିତ୍ବ ନେବାକୁ ଥିବାବେଳେ ଆଜିର ଦର୍ଶନ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ କାରଣ ଏହା ରାଜ୍ୟପାଳ ଭାବେ ତାଙ୍କର ଶେଷ ଦର୍ଶନ । ରଘୁବର କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍…

ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ

ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି। କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର ସଞ୍ଜୟ ଶତପଥୀଙ୍କର ଭୁବନେଶ୍ବରରେ ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଛି। ପ୍ରଫେସର ସଞ୍ଜୟ ଶତପଥୀ କ୍ୟାନ୍‌ସର ଓ ବ୍ରେନ ଷ୍ଟୋକ ରୋଗରେ ବହୁ…

ପରିବାର ସହ ଖ୍ରୀଷ୍ଟମାସ ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ଆଜି ଅର୍ଥାତ୍ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଳନ କରାଯାଉଛି | ସମସ୍ତେ ଛୁଟିଦିନକୁ ଉପଭୋଗ କରୁଛନ୍ତି ଏବଂ ନିଜ ପରିବାର ବା ବନ୍ଧୁ ମାନଙ୍କ ସହ ସମୟ କଟାଉଛନ୍ତି | ଅନ୍ୟମାନଙ୍କ ଭଳି ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଶୈଳୀରେ ଏହି ଉତ୍ସବକୁ ପାଳନ କରିଥିବା…