Browsing Tag

#odisha

ଚା’. ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଏନେଇ କ’ଣ କୁହନ୍ତି ଏକ୍ସପର୍ଟ?

ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । କିନ୍ତୁ ବେଳେବେଳେ ଚା’ର ମାତ୍ରା ଜୀବନରେ…

ଆମେରିକାର ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ , 6 ମୃତ

ଆମେରିକାର ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା ପରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଛାତିଥରା ଚିତ୍ର । ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ଥିବା ୬ ଜଣ ତ ଜୀବନ୍ତ ଜଳିଯାଇଛନ୍ତି ହେଲେ ତା ଭିତରେ ବି ଜଳିଯାଇଛନ୍ତି ମାଆ ଝିଅ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଝିଅଟି ଚିକିତ୍ସିତ ହୋଇ…

ଦୀର୍ଘବର୍ଷ ପରେ ଫିଟିଲା ‘ବର୍ଣ୍ଣବୋଧ’ର ଭାଗ୍ୟ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଦୀର୍ଘବର୍ଷ ପରେ ଫିଟିଲା ‘ବର୍ଣ୍ଣବୋଧ’ର ଭାଗ୍ୟ। ବହୁ ବାଦବିବାଦ, ମାମଲା ପରେ ଆଜି  ‘ବର୍ଣ୍ଣବୋଧ’ର ଲୋକାର୍ପଣ କରାଯିବ। ମଧୁସୂଦନ ରାଓଙ୍କ ଜନ୍ମତିଥିରେ କୃଷିଭବନଠାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ପୁସ୍ତକକୁ ଲୋକାର୍ପିତ କରିବେ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସୂଚନା…

ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ୨ୟ ଦିନିକିଆ ମ୍ୟାଚ୍‌ – ଆଜି ଠାରୁ ଅନଲାଇନ ଟିକେଟ ବୁକିଂ

ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଅନ୍‌ଲାଇନ ଟିକଟ ବୁକିଂ ରବିବାର ଅପରାହ୍‌ଣ ୪ଟାରୁ ଆରମ୍ଭ ହେବ। ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ସୂତ୍ରରୁ ପ୍ରକାଶ ଯେ ମୋଟ ୪୦୦୦ ଟିକଟ ଅନ୍‌ଲାଇନରେ ବିକ୍ରି କରାଯିବ।…

ଆଜିର ରାଶିଫଳ

ମେଷ: ମନକଥା ମନରେ ରଖନ୍ତୁ। ଅଫିସରେ ବାତାବରଣ ଟିକେ ଅଲଗା ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ‌ ବୃଷ: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କୁ ଲାଭ ହେବ। କଠିନ…

ଆଜି ସରସ୍ବତୀ ପୂଜା, ସ୍କୁଲ ଓ କଲେଜର ଚାଲିଛି ମାଙ୍କ ଆରାଧନା

ଆଜି ସରସ୍ବତୀ ପୂଜା। ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଥିବାର ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ଜଣାଯାଇଛି। ଗତକାଲିଠାରୁ ସରସ୍ବତୀ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଜାଯାଇଛି।…

ଦୁର୍ଲ୍ଲଭ ପଦ୍ମବେଶ ରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ । କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବିଧି ଅନୁଯାୟୀ, ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ…

‘ଦିଦି ନମ୍ବର ୧’ ୮୦୦ ଏପିସୋଡ୍‌ରେ ପଦାର୍ପଣ କରିଛି

ଜୀସାର୍ଥକରେ ପ୍ରସାରିତ ଲୋକପ୍ରିୟ ସୋ’ ‘ଦିଦି ନମ୍ବର ୧’ କାର୍ଯ୍ୟକ୍ରମକୁ ଦର୍ଶକଙ୍କ ଢେର୍‌ ଭଲ ପାଇବା ମିଳିଛି। ଏହି ସୋ’ର ପ୍ରସାରଣ ୨୦୨୨ ମଇ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଦର୍ଶକଙ୍କର ସମର୍ଥନ ପାଇ ଆଗକୁ ବଢ଼ିଥିଲା। ବହୁ ପ୍ରଶଂସା ସାଉଁଟିବା ପରେ ‘ଦିଦି ନମ୍ବର ୧’ ୮୦୦…

ବଜେଟ 2025-26 : ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ

ଚଳିତ ବଜେଟ୍ ରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ୍ କରାଯାଇଛି। ଡେଷ୍ଟିନେସନ୍ ଟୁରିଜିମ୍ କୁ ଅଧିକ ଗୁରୁତ୍ଵ ଦିଆଯିବ। ୫୦ଟି ଟୁରିଷ୍ଟ ସାଇଟ୍ ର ବିକାଶ କରାଯିବ। ମେଡିକାଲ ଟୁରିଜିମ୍‌କୁ ଅଧିକ ଗୁରୁତ୍ଵ ଦିଆଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେପଟେ…

ବଜେଟ 2025-26 , 12 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତ ଶ୍ରେଣୀକୁ ବଜେଟରେ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ବଜେଟରେ ଯେଉଁସବୁ ଘୋଷଣା ହୋଇଛି ତାହା ଏଠାରେ ଉପସ୍ଥାପନ କରାଯାଉଛି। ଜେଟରେ ଜ୍ଞାନ(GYAN)…