Browsing Tag

#odisha

ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା

ଆସୁଛି ଦୀପାବଳି  । ପାର୍ବଣ୍ୟ ଋତୁରେ ବାଣ ଫୁଟିବ ନିଶ୍ଚୟ । ତେବେ ଏହା ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ରାତି ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।…

ଗାଜରେ ଶାନ୍ତିର ସୂର୍ଯ୍ୟାେଦୟ, ଯୁଦ୍ଧ ବନ୍ଦ ହେବ ?

ଶେଷରେ ଶାନ୍ତ ପଡ଼ିଲା ଗାଜା । ଆମେରିକାର ହସ୍ତକ୍ଷେପ ପରେ ଶାନ୍ତି ପ୍ରତିଷ୍ଠାର ବାଟ ଫିଟିଛି । ଏ ଅବସରରେ ଗାଜା ଶାନ୍ତି ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଏହା ମଧ୍ୟ-ପ୍ରାଚ୍ୟ ବାହାରେ ବିଶ୍ୱ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଶାନ୍ତି…

ଆଜିର ରାଶିଫଳ

ମେଷ: ଆପଣଙ୍କର ସୁଖ ସୁବିଧା ବଢ଼ିବ। ଚାକିରିରେ ବେତନ ବୃଦ୍ଧି ହେବ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ। ମୋଟର ଯାନ କିଣିବା ଲାଗି ମନ ବଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ବୃଷ: ରୋଜଗାର ପାଇଁ ସୁଯୋଗ ପାଇବେ। ବରିଷ୍ଠ ସହିତ ବାଦବିବାଦ…

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ- ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ମ୍ୟାଚରେ ଫଲୋଅନର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ନିଜର ୨ୟ ଇନିଂସରେ ୩୯୦ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ…

ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର…

ଇସ୍ରାଏଲରେ ଟ୍ରମ୍ପଙ୍କୁ ବିରୋଧ

ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର ସଙ୍କେତ ଦେଖାଇ…

କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ମିଳିଲା ଦୀପାବଳି ବୋନସ

ପାର୍ବଣ ଋତୁକୁ ଆଖି ଆଗରେ ରଖି, କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କୁ ଦୀପାବଳି ବୋନସ ଦେଇଛନ୍ତି। ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରେ ଦୀପାବଳିର ଆନନ୍ଦକୁ ଆହୁରି ବୃଦ୍ଧି କରିଛି। ଭାରତ ସରକାର କର୍ମଚାରୀମାନଙ୍କ ପାଇଁ ବୋନସ ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା କରିଛନ୍ତି।…

ମିସେସ୍‌ ୟୁନିଭର୍ସ ଟାଇଟଲ ହାସଲ କଲେ ଶେରି ସିଂ

୪୮ତମ ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍‌ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି। ଫିଲିପାଇନ୍ସର ରାଜଧାନୀ…

୩ ଜଣଙ୍କୁ ମିଳିବ ଅର୍ଥନୀତିରେ ନୋବେଲ

ଜୋଏଲ୍ ମୋକିର୍, ଫିଲିପ୍ ଆଘିଅନ୍, ଏବଂ ପିଟର୍ ହାୱିଟଙ୍କୁ ଚଳିତ ବର୍ଷ ପଇଁ ‘ଅର୍ଥନୀତି ବିଜ୍ଞାନ’ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।  ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଆମେରିକାର ହୋଇଥିବାବେଳେ ଜଣେ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର

ଚାଲିଛି  ପୁଣ୍ୟର ମାସ କାର୍ତ୍ତିକ ।  ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ ।ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକ ରେ…