ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ,ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ମିଳିଛି – ରାଷ୍ଟ୍ରପତି
ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି, ପ୍ରତି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଛି, ସାରା ବିଶ୍ବରେ ଭାରତର ଚର୍ଚ୍ଚା ହେଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି । ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି…