Browsing Tag

#odisha

ୟୁଜର୍ସଙ୍କୁ ତୁରନ୍ତ ବ୍ରାଉଜର ଅପଡେଟ କରିବାକୁ ପରାମର୍ଶ ଦେଲେ କ୍ରୋମ ୟୁଜର୍ସ

କ୍ରୋମ ୟୁଜର୍ସଙ୍କ ପାଇଁ ଚେତାବନୀ । ଯଥାଶୀଘ୍ର କରିନିଅନ୍ତୁ ଆପ୍ ଅପଡେଟ। ରବିବାର ଦୁନିଆର ସବୁଠୁ ଲୋକପ୍ରିୟ ଓ୍ବେବ ବ୍ରାଉଜର ମଧ୍ୟରୁ ଗୋଟିଏ ଗୁଗଲ କ୍ରୋମ ସୁରକ୍ଷା ସହ ଜଡ଼ିତ ଏକ ବଡ଼ ଚେତାବନୀ ଜାରି କରିଛି। ଗୁଗଲ ପକ୍ଷରୁ କୁହାଯାଇଛି ଯେ, କ୍ରୋମରେ ଦୁଇ ବିପଜ୍ଜନକ Zero- Day ବଗ୍…

ଶିଶୁ ହତ୍ୟାକାରୀ ନେତାନ୍ୟାହୁ ବଞ୍ଚିଛନ୍ତି ତାହାଲେ ତାଙ୍କୁ ଛଡାଯିବ ନାହିଁ ,ତାଙ୍କୁ ଖୋଜି ଖୋଜି ହତ୍ୟା କରିବୁ…

ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ । ଇରାନର ପାଲଟା ଜବାବ । ଏହା ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ଏବଂ ନିଖୋଜ ଖବରକୁ ନେଇ ହଠାତ ସବୁ ଆଡେ ଚର୍ଚ୍ଚା । ଇସ୍ରାଏଲ ପକ୍ଷରୁ…

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା,ଏପ୍ରିଲ ୯, ୨୩ ଓ ୨୯ରେ ହେବ ନିର୍ବାଚନ, ମେ ୪ ତାରିଖରେ…

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାରିଖ ଘୋଷଣା କରିଛନ୍ତି । ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତାମିଲନାଡୁ, ଆସାମ, କେରଳ, ପଡୁଚେରୀ, ପଶ୍ଚିମବଙ୍ଗ…

ରବିବାର ସାଙ୍ଗକୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ।  ରବିବାର ସାଙ୍ଗକୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼ ଏତେ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ ଲାଗିଥିଲା ।  ଭକ୍ତମାନେ…

PNG ଥିଲେ LPG ସଂଯୋଗ ରଖିବା ପାଇଁ ଅନୁମତି ଦିଆଯିବ ନାହିଁ – ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

ମଧ୍ୟପ୍ରାଚ୍ୟର ସ୍ଥିତି ଖରାପ। ଭାରତ ଟେନସନ। ଗ୍ୟାସ ସଙ୍କଟ ଯୋଗୁ ବଢ଼ୁଛି ଚିନ୍ତାରେ ଲୋକ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟର ଆଶଙ୍କା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ କଳାବଜାରୀ ଏବଂ ଗ୍ୟାସ ସିଲିଣ୍ଡରର ଅବୈଧ ଗଚ୍ଛିତକୁ ରୋକିବା ପାଇଁ ବିଭିନ୍ନ…

ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ିବାକୁ ଲାଗିଛି,ପାରଦ ୪୦ ଡିଗ୍ରୀ ଛୁଇଁବାକୁ ବସିଲାଣି

ମାର୍ଚ୍ଚ ମାସରେ ଖରାର ପ୍ରକୋପ ବଢ଼ୁଛି । ତାପମାତ୍ରା ବଢ଼ିବା ପରେ ଚିନ୍ତାରେ ଅଞ୍ଚଳବାସୀ । ମାର୍ଚ୍ଚ ମାସରୁ ତାପମାତ୍ରା ୪୦ଡିଗ୍ରୀ ଛୁଇଁଲାଣି । ତାତି ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ିବାକୁ ଲାଗିଛି । ପାରଦ ୪୦ ଡିଗ୍ରୀ ଛୁଇଁବାକୁ ବସିଲାଣି । କଣ୍ଟାବାଞ୍ଜି ସହର…

କିପରି କଟିବ ଆଜିର ଦିନ

ମେଷ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ। କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା…

‘ଗ୍ରାମୋଦୟ’ ଅଭିଯାନ ମାଧ୍ୟମରେ ୧୦ଟି ଜିଲ୍ଲାର ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯିବ…

ଓଡ଼ିଶାର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ  କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଗ୍ରାମୋଦୟ’…

ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପଙ୍କ ଅପିଲ୍

ବିଶ୍ବକୁ ଘାରିଛି ହର୍ମୁଜ୍ ଚିନ୍ତା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟେନସନ୍ । ଏବେ ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପ ଅପିଲ୍ କରିଛନ୍ତି । ଏହା ସହ ହର୍ମୁଜ୍ ଖୁବଶୀଘ୍ର ମୁକ୍ତ ହେବ ବୋଲି ମଧ୍ୟ ଦାବି କହିଛନ୍ତି…

ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ – ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା

ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତରେ ଗ୍ୟାସ୍ ଅଭାବ ବ୍ୟାପକ ଚିନ୍ତାର କାରଣ ହୋଇଛି। ତଥାପି ପରିସ୍ଥିତି ଦ୍ରୁତ ଗତିରେ ସୁଧୁରୁଛି। ସଂଘର୍ଷ ସମୟରେ ବାଣିଜ୍ୟିକ ସିଲିଣ୍ଡର ଯୋଗାଣରେ ବାଧା ସୃଷ୍ଟି ହେବା ଫଳରେ ବ୍ୟାପକ ଅରାଜକତା ସୃଷ୍ଟି ହୋଇଥିଲା। କନ୍ତୁ ଏବେ ବାଣିଜ୍ୟିକ ସିଲିଣ୍ଡର…