Browsing Tag

#odisha

ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ‘ହିଟ୍‌ ୱେଭ୍‌’ ପ୍ରକୋପ

ଡହଡହ ଖରାକୁ ଝାଞ୍ଜି ମାଡ଼ । ଝାଇଁ ଝାଇଁ କରିଦେଲା ଦେହ, ମୁଣ୍ଡ । ଖରାରେ ଟିକିଏ ଛିଡ଼ା ହୋଇଗଲେ ସିଝିଲା ଭଳି ଲାଗୁଥାଏ । ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା ‘ହିଟ୍‌ ୱେଭ୍‌’ ପ୍ରକୋପ । ପାରଦ ମାରିଲା ବଡ଼ ଡିଆଁ ଶୁକ୍ରବାର ପାରଦ ମାରିଲା ବଡ଼ ଡିଆଁ ।…

ଆଜିର ରାଶିଫଳ

ମେଷ : ଆଶା ଅନୁଯାୟୀ ଜିନିଷଗୁଡ଼ିକ ହେବା ନେଇ ସନ୍ଦେହ ଅଛି । ସ୍ୱାସ୍ଥ୍ୟ ମଧ୍ୟମ ରହିବ । କାରବାରରେ ଦ୍ୱିଧା ଭଲ ନୁହେଁ । ଅନ୍ୟମାନଙ୍କ ବ୍ୟାପାରରେ ଅନାବଶ୍ୟକ ହସ୍ତକ୍ଷେପ ଏଡାନ୍ତୁ । ଅମୂଳକ ସନ୍ଦେହ ମାନସିକ କଷ୍ଟ ଦେଇପାରେ । ଭୟ ଏବଂ ଶତ୍ରୁ କ୍ଷତିର ସମ୍ଭାବନା ରହିବ । ଏକାକୀ ମନୋଭାବରୁ…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୬ର ସପ୍ତମ ମ୍ୟାଚ୍‌: ପଞ୍ଜାବକୁ ୨୧୦ ରନ୍‌ର ଲକ୍ଷ୍ୟ ଦେଲା ଚେନ୍ନାଇ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୬ର ସପ୍ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ପଂଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ର ମୁକାବିଲା ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

CBSE ନିଜର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଘୋଷଣା କରିଛି

ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ନିଜର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଘୋଷଣା କରିଛି। ଜାତୀୟ ଶିକ୍ଷା ନୀତି (NEP 2020) ଏବଂ ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ (NCF-SE 2023) ଆଧାରରେ ବୋର୍ଡ ଏହି ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଏଥିରେ…

ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି,ଏହି ଖୁସିକୁ ସୋସିଆଲ ମିଡିଆରେ…

ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି । ସେ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହ ପ୍ରକାଶ କରିଛନ୍ତି । ସୁରଭି ଜ୍ୟୋତି ତାଙ୍କ ପ୍ରେଗ୍ନେସିକୁ ନେଇ ଖୁବ୍ ଖୁସି…

ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ଆସନ୍ତା ୧୦ରୁ ନଗଦ କାରବାର ବନ୍ଦ

ଚଳିତ ମାସ ୧୦ରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲା। ତାହା ଆସନ୍ତା ୧୦ରୁ ଲାଗୁ ହେବ।ଭାରତୀୟ…

ଆମେରିକାର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍

ଆମେରିକାର ଆଉ ଗୋଟିଏ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍ । ମଧ୍ୟ ଇରାନ ଆକାଶରେ ଏହି ବିମାନକୁ ଆଇଆରଜିସିର ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖସାଇ ଦେଇଛି ବୋଲି ତେହେରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଥିବା ବେଳେ,…

ଜାତିସଂଘର ସୁରକ୍ଷା ପରିଷଦକୁ ଇରାନ ର ଧମକ

ଇରାନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇରାନକୁ ଚେକ୍ ଦେବାକୁ ଆମେରିକା ଯେତେ ଚେଷ୍ଟା କଲେ ବି ସବୁ ଫେଲ୍ ମାରିଛି । ସେପଟେ ଇରାନ୍ ହର୍ମୁଜ ପ୍ରଣାଳୀକୁ ପ୍ରାୟ ବନ୍ଦ କରିଦେବା ଫଳରେ ବିଶ୍ବରେ ଶକ୍ତି ସଙ୍କଟ ଦେଖା ଦେଇଛି । ଏବେ ହର୍ମୁଜ ପ୍ରାଣାଳୀ ଉପରେ ନିଷ୍ପତ୍ତି ନେବା ଲାଗି…

ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ା ଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି ଭାରତୀୟ ନୌସେନା

ଭାରତୀୟ ନୌସେନା ଶୁକ୍ରବାର ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ା ଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି। ଅନ୍ୟପଟେ ଯୁଦ୍ଧପୋତ ଆଇଏନଏସ ତାରାଗିରିକୁ ମଧ୍ୟ ନୌସେନାରେ ସାମିଲ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧପୋତଙ୍କ ସାମିଲ ନିମନ୍ତେ ଅନୁଷ୍ଠିତ…

ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ କରାଯିବ-ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ କରାଯିବ। ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ…