ଭାରତୀୟ ଜାତୀୟ ସିନେ ଏକାଡେମୀ ପୁରସ୍କାର ହାତେଇଲା ବୋଉ ବୁଟୁ ଭୂତ
ପୁଣି ଆଉ ଏକ ବଡ଼ ସଫଳତା ସାଉଁଟିଲା ବୋଉ ବୁଟୁ ଭୂତ । ବୋଉ ବୁଟୁ ଭୂତ ଭାରତୀୟ ଜାତୀୟ ସିନେ ଏକାଡେମୀ ପୁରସ୍କାର ହାତେଇଲା । ଏହି ଚଳଚ୍ଚିତ୍ର ଗତ ବର୍ଷ ରଜ ଅବସରରେ ସିନେମା ହଲରେ ରିଲିଜ ହୋଇଥିବା ହରର୍ -କମେଡି ଫିଲ୍ମ ମାତ୍ର ୨୮ ଦିନ ମଧ୍ୟରେ ବକ୍ସ ଅଫିସରେ ୧୫ କୋଟିର କଲେକ୍ସନ୍ କରିଥିଲା ।…