ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ,ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ସଜେଇ ହେଉଛି ନରେନ୍ଦ୍ର ପୋଖରୀ । ସଜେଇ ହେଉଛି ନନ୍ଦା, ଭଦ୍ରା ଚାପ। ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କର ଦୁଇ ଦୁଇଟି ଅନନ୍ୟ ପରମ୍ପରା ଗୋଟିଏ ଦିନରେ ହେବ । ମହାପ୍ରଭୁଙ୍କ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଏବଂ ଅନ୍ୟଟି…