Browsing Tag

#odisha

ହର୍ମୁଜ ପ୍ରଣାଳୀ’ ଉପରେ ଲାଗିଥିବା ଆମେରିକୀୟ ନୌସେନା ପ୍ରତିବନ୍ଧକ ହଟାଇ ଦିଆଯାଇଛି – ଟ୍ରମ୍ପ

ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ହଟିଲା ଆମେରିକାର ନୌସେନା ବ୍ଲକେଡ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ସ୍ତରର ବଡ଼ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି । ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଗତ କିଛି ସପ୍ତାହ ଧରି ସାମୁଦ୍ରିକ ବାଣିଜ୍ୟର ପ୍ରମୁଖ…

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର ,ଆସନ୍ତୁ ଜୁନ୍ ୩ରେ ନେବେ ଶପଥ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୩…

ଆଇପିଏଲ ଫାଇନାଲରେ ଗୁଜରାଟ

ଆଇପିଏଲ ଫାଇନାଲରେ ଗୁଜରାଟ ।  ଦ୍ୱିତୀୟ କ୍ୱାଲିଫାୟାରରେ ହାରିଲା ରାଜସ୍ଥାନ ।  ଫାଇନାଲରେ ବେଙ୍ଗାଲୁରୁ-ଗୁଜରାଟ ଟକ୍କର । ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ଗୁଜରାଟ । ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା ।  ଜବାବରେ…

ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ

ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି । ଏହି ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରୋଜଗାର କରି ମରାଠୀ ଫିଲ୍ମର ରେକର୍ଡ ସୃଷ୍ଟି କରିଛି । ପାଞ୍ଚ ସପ୍ତାହ ଧରି ସିନେମା ହଲରେ ଏଣ୍ଟ୍ରି କରି ବଡ଼…

ଭାରତକୁ ଆସିବ ପ୍ରଥମ ସବ୍‌ଷ୍ଟ୍ରେଟ୍‌ ମାନୁଫାକ୍‌ଚରିଂ ପ୍ରଯୁକ୍ତି

ଭାରତକୁ ଆସିବ ପ୍ରଥମ ସବ୍‌ଷ୍ଟ୍ରେଟ୍‌ ମାନୁଫାକ୍‌ଚରିଂ ପ୍ରଯୁକ୍ତି। ତାହା ପୁଣି ଓଡ଼ିଶାକୁ। ଚିପ୍‌ ଉତ୍ପାଦନ ଓ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହା ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଖବର। ଆଜି ଏନେଇ ଓଡ଼ିଶା ସରକାର, ଇଣ୍ଟେଲ୍‌ କର୍ପୋରେସନ ଓ ଆମେରିକାର ୩ଡି ଗ୍ଲାସ୍‌ ସଲ୍ୟୁସନ୍ସ ମଧ୍ୟରେ ଏକ…

CUET-UG ୨୦୨୬ ପରୀକ୍ଷା ବିଳମ୍ବକୁ ନେଇ ଆଜି ସାରା ଦେଶରେ ବିବାଦ , ଯାନ୍ତ୍ରିକ ତ୍ରୁଟି”କୁ ଦାୟୀ କଲା ଏନଟିଏ

ଦେଶର ବିଭିନ୍ନ କେନ୍ଦ୍ରରେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍ (CUET-UG) ୨୦୨୬ ପରୀକ୍ଷା ବିଳମ୍ବକୁ ନେଇ ଶନିବାର ସାରା ଦେଶରେ ବିବାଦ ହୋଇଛି । ପରୀକ୍ଷାରେ ଆୟୋଜନରେ ତ୍ରୁଟିକୁ ନେଇ କେନ୍ଦ୍ର ସରକାର ପୁଣି ଥରେ ରାଜନୈତିକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।…

ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ଟ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଶେଷ ,3 ସେନା ପକ୍ଷରୁ ଦିଆଗଲା ଗାର୍ଡ଼ ଅଫ ଅନର

ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ଟ (ସିଡିଏସ୍) ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ ଶନିବାର ସମାପ୍ତ ହୋଇଛି। ଦୀର୍ଘ ଚାରି ଦଶନ୍ଧୀରୁ ଅଧିକ ସମୟର ସୈନ୍ୟ ସେବା ପରେ ଔପଚାରିକ ରୂପେ ସେ ବିଦାୟ ଗ୍ରହଣ କରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳକୁ ଅତ୍ୟନ୍ତ ସନ୍ତୋଷଜନକ ଓ ଉଲ୍ଲେଖନୀୟ ବୋଲି କହିଛନ୍ତି। ତେବେ…

ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ ପାହାଡ଼ୀ ରାସ୍ତାରେ ପ୍ରବଳ ଭିଡ଼…

ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ ପାହାଡ଼ୀ ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମନାଲୀ, ମସୂରୀରୁ ଆରମ୍ଭ କରି ନୈନୀତାଲ ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଭିଡ଼ ଲାଗି ରହିଛି। ଜୋଶୀମଠରେ ତ’ ସ୍ଥିତି ଆହୁରି ସଙ୍ଗୀନ ରହିଛି । କାରଣ ଚଳିତ…

ଜୁନ୍ ୨ ତାରିଖରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୁନ୍ ୨ ତାରିଖରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା ହେବ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବିଭାଗର ସମୀକ୍ଷା କରାଯିବ। ବିଭାଗର ପ୍ରଦର୍ଶନ ନେଇ…

ଏଣିକି ଆଡମିଟ୍ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା ,ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ

ଏଣିକି ଆଡମିଟ୍ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ । ଆୟୁଷ୍ମାନ ସେବାକୁ ନେଇ ଏଭଳି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ…