ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍
ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଓ ଆରିଭା ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍) ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବୁଧବାର ଅପରାହ୍ଣ ୫ରୁ ୭ଟା ପର୍ଯ୍ୟନ୍ତ ଉଦ୍ଘାଟନୀ ସମାରୋହ ହେବ। ଏଥିରେ ବଲିଉଡ୍ ଷ୍ଟାର୍ଙ୍କ…