୩,୮୦୦ କେଜିରୁ ଅଧିକ ଅପମିଶ୍ରିତ ଆମ୍ବ ରସ ଜବତ
ଭାରତରେ ଏବେ ଗ୍ରୀଷ୍ମ ଋତୁ, ଏହି ଦିନେ ଆମ୍ବ ସମସ୍ତଙ୍କ ପ୍ରିୟ। ଏଣୁ ଏହି ଋତୁରେ ରସାୟନିକ ରୂପେ ପଚା ଯାଇଥିବା ଆମ୍ବ ଓ ଅପମିଶ୍ରଣ ନେଇ ଏବେଠୁ ଚିନ୍ତା ଉପୁଜିଲାଣି। ନିଜର ସମୃଦ୍ଧ ସ୍ୱାଦ ଓ ସୁଗନ୍ଧ ଲାଗି ପ୍ରସିଦ୍ଧ ଆମ୍ବର ଚାହିଦା ପ୍ରତ୍ୟେକ ବର୍ଷ ଋତୁରେ ବଢିଯାଇଥାଏ। ହେଲେ ଏହା ସହିତ…