Browsing Tag

#odisha

ଆସନ୍ତା ୭ ତାରିଖରେ ବସିବ ଏୟାର ଇଣ୍ଡିଆର ବୋର୍ଡ ବୈଠକ,ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା…

କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆର ଅସୁବିଧା ବଢ଼ି ଚାଲିଛି। ବିମାନ ଇନ୍ଧନ ଦରବୃଦ୍ଧି କମ୍ପାନିକୁ ଅଧିକ ଅଡ଼ୁଆରେ ପକାଇଛି। ଆସନ୍ତା ୭ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବୋର୍ଡ ବୈଠକରେ ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ବୋଲି ଏକ…

ଆଇପିଏଲର ୪୪ତମ ମ୍ୟାଚ୍ପ , ଞ୍ଜାବ କିଙ୍ଗ୍‌ସକୁ ୧୬୩ ରନ୍‌ରେ ଅଟାଇଛି ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ବିବେଚିତ ପଞ୍ଜାବ କିଙ୍ଗ୍‌ସକୁ ଆଜି ୧୬୩ ରନ୍‌ରେ ଅଟାଇଛି ଗୁଜରାଟ ଟାଇଟନ୍ସ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍‌ ଜିଣି ଗୁଜରାଟ ସଫଳ ରଣନୀତି ପ୍ରସ୍ତୁତ କରି ପଞ୍ଜାବକୁ ବଡ଼ ସ୍କୋର…

୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ,ଆଜି ୭ ଜିଲ୍ଲା ଓ କାଲି ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ କୁଆପଥର ବର୍ଷା ସମ୍ଭାବନା…

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆଜି ୭ ଜିଲ୍ଲା ଓ କାଲି ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ମେଘୁଆ ପାଗ ସହ ଖରା ଗାୟବ ହୋଇଥିବା ବେଳେ ତାତିରୁ ମିଳିଛି ଆଶ୍ଵସ୍ତି। କାଳବୈଶାଖୀ ପ୍ରଭାବରୁ ମେଘୁଆ ପାଗ ସହ…

ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ

ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ବିଷାକ୍ତ ଦହିବରା ଖାଇ ଅସୁସ୍ଥ ଘଟଣା , ୯୦ ପାର ହେଲା ଅସୁସ୍ଥ ସଂଖ୍ୟା

ବିଷାକ୍ତ ଦହିବରା ଖାଇ ଅସୁସ୍ଥ ଘଟଣା । ୯୦ ପାର ହେଲା ଅସୁସ୍ଥ ସଂଖ୍ୟା। ସେଥିମଧ୍ୟରୁ ୪୨ ଶିଶୁ ଥିବା ବେଳେ ବଡ ଲୋକ ୫୦ ଜଣ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେପଟରେ ବିକ୍ରି କରିଥିବା ଦହିବରା ବେପାରୀକୁ ଦଶରଥପୁର ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଗାଡି ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସଫଳତା ହାସଲ କରିବା ପାଇଁ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣ ଏକ ଧାର୍ମିକ ତୀର୍ଥଯାତ୍ରା ଯୋଜନା କରିପାରିବେ । ବୃଷ: ପଦୋନ୍ନତି ମଧ୍ୟ ସମ୍ଭବ । ପାରିବାରିକ ବାତାବରଣ…

ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ ,ଆକ୍ରାନ୍ତଙ୍କ ମଧ୍ୟରୁ ୬ରୁ ଉର୍ଦ୍ଧ୍ବ ଶିଶୁ ଥିବା ସୂଚନା

ଦହିବରା ଖାଇଲେ, ଅସୁସ୍ଥ ହୋଇଗଲେ । ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ୨୦ ଜଣ ପାଟପୁର ଗାଁର । ଗତକାଲି ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ସେମାନଙ୍କୁ…

ବିପର୍ଯ୍ୟୟ ସତର୍କତା ସେବା ପାଇଁ ସେଲ୍ ବ୍ରଡକାଷ୍ଟର ଜରୁରୀକାଳୀନ ଆଲର୍ଟ ସିଷ୍ଟମ୍‌ର ପରୀକ୍ଷଣ

ଶନିବାର ମଧ୍ୟାହ୍ନରେ ସମସ୍ତ ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ହ୍ୟାଣ୍ଡସେଟ୍‌କୁ ଏକ ତୀବ୍ର କମ୍ପନ ସୃଷ୍ଟି ଆଲର୍ଟ ସହିତ ବାର୍ତ୍ତା ଆସିଥିଲା। ଏହି ବାର୍ତ୍ତା କ୍ଷଣକ ପାଇଁ ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ବାର୍ତ୍ତା ପଢ଼ିବା ପରେ ତାହା ସରକାରଙ୍କ ବିପର୍ଯ୍ୟୟ ସତର୍କତା ପରୀକ୍ଷା ବୋଲି…

ହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ଆଗାମୀ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁରୂପ ଭାବେ ଦଳ ଗଠନ ହୋଇଛି । ବିସିସିଆଇ ଘୋଷଣା ଅନୁସାରେ ହରମନପ୍ରୀତ କୌର ଦଳର ଅଧିନାୟକ ଏବଂ ସ୍ମୃତି ମନ୍ଧାନା ଉପଅଧିନାୟକ ଅଛନ୍ତି। ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା ଏବଂ ରିଚା ଘୋଷଙ୍କ ସମେତ…

ଇରାନରେ ବଡ଼ ଦୁର୍ଘଟଣା,ବୋମା ବିସ୍ଫୋରଣରେ ୧୪ ଜଣ IRGC ସୈନିକ ମୃତ ୨ ଜଣ ଆହତ

ଇରାନରେ ବଡ଼ ଦୁର୍ଘଟଣା । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ୧୪ ସୈନିକଙ୍କ ମୃତ୍ୟୁ…