ଅଗଷ୍ଟ ମାସରେ ଦିଲ୍ଲୀରେ ଓଡ଼ିଶା ସରକାର କରିବେ ଇନଭେଷ୍ଟର୍ସ ରୋଡ ଶୋ’,ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର
ଅଗଷ୍ଟ ମାସରେ ଦିଲ୍ଲୀରେ ଓଡ଼ିଶା ସରକାର କରିବେ ଇନଭେଷ୍ଟର୍ସ ରୋଡ ଶୋ’ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ଆଧୁନିକ ଶିଳ୍ପ ଉପରେ ଓଡିଶା ଗୁରୁତ୍ୱ ଦେଉଥିବା ବେଳେ ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର । ରୋଡ୍ ଶୋ’ର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ…