Browsing Tag

#metro tv

ରାମ ରହିମକୁ ମିଳିଲା ସୁରକ୍ଷା ବେବସ୍ଥା

ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) : ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ହରିୟାଣା ସରକାର ଜେଡ ପ୍ଲସ ସିକ୍ୟୁରିଟି ପ୍ରଦାନ କରିଛନ୍ତି। ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ରାମ ରହିମ ଜୀବନ ପ୍ରତି ବିପଦ ଥିବା ଗୃହ ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ତାକୁ ଏହି ସୁରକ୍ଷା ଯୋଗାଇ