Browsing Tag

#metro tv

୫ବର୍ଷର କୁନି ଝିଅ କଲେ ବିଶ୍ୱ ରେକଟ

ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :ପିଲାଦିନ ଖେଳ କୁଦର ବୟସ। ସାଙ୍ଗ ସାଥୀଙ୍କ ସହ ମଜା ମସ୍ତି କରିବାର ସମୟ। କୁନି ପିଲା ମାନେ ସାଧାରଣତଃ ପାଠ ପଢା ପ୍ରତି ଟିକେ କମ୍‌ ଧ୍ୟାନ ଦିଅନ୍ତି। କିନ୍ତୁ ୫ବର୍ଷ ବସୟରେ ଜଣେ କୁନି ଝିଅ ନିଜର ପ୍ରଥମ ବହି ଲେଖିଛନ୍ତି। କଥାଟା ଶୁଣି ଟିକେ ଆଶ୍ଚର୍ଯ୍ୟ