Browsing Tag

#metro tv

କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ଏବଂ ଟଙ୍କା ପାଇବାର ସମ୍ଭାବନା ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତା ମଧ୍ୟ ରହିବ । ପରିବାରରେ ଏକ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯୋଗ ସମ୍ଭବ, ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ…

ଭାରତରେ ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି Samsung,କମ୍ପାନୀ ଏହି ସ୍ମାର୍ଟଫୋନ୍କୁ କେବଳ Amazon ରେ ଲଞ୍ଚ କରିଛି

ଭାରତରେ ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି Samsung । ସାଉଥ୍ କୋରିଆନ୍ କମ୍ପାନୀର ଏହି ସ୍ମାର୍ଟଫୋନ୍ Galaxy M ସିରିଜରେ ଉପସ୍ଥାପନ କରାଯାଇଛି । ଏହି ଫୋନରେ ଏକ ପାୱାରଫୁଲ୍ 6000mAh ବ୍ୟାଟେରୀ ଅଛି ଏବଂ ଏଥିରେ ଏକ Qualcomm ଚିପସେଟ୍ ମଧ୍ୟ ଅଛି । Samsung Galaxy M47 ଭାରତରେ ୪…

ଅତ୍ୟଧିକ ସ୍ନାନ ଯୋଗୁ ଜ୍ବରରେ ପୀଡ଼ିତ ହେବେ ଶ୍ରୀଜିଉ,ଆସନ୍ତାକାଲିଠାରୁ ଅଲାରନାଥରେ ଆରମ୍ଭ ହେବ ଅଣସର ଦର୍ଶନ

ଅତ୍ୟଧିକ ସ୍ନାନ ଯୋଗୁ ଜ୍ବରରେ ପୀଡ଼ିତ ହେବେ ଶ୍ରୀଜିଉ । ମହାପ୍ରଭୁଙ୍କ ଅଣସର ଯୋଗୁ ଶ୍ରୀମନ୍ଦିରରେ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଏଥିପାଇଁ ଆସନ୍ତାକାଲିଠାରୁ ଅଲାରନାଥରେ ଆରମ୍ଭ ହେବ ଅଣସର ଦର୍ଶନ । ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ…

ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି, ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଲେ…

ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି ଦେଖାଦେଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏକ ରେଳ ବ୍ରିଜ କ୍ଷତିଗ୍ରସ୍ତ ଯୋଗୁଁ ଏକ ଅଞ୍ଚଳକୁ ରେଳ ସଂଯୋଗ ଶେଷ ହୋଇଛି । ବନ୍ୟା ଯୋଗୁଁ ୬ଟି ଜିଲ୍ଲାରେ ପ୍ରାୟ ୨୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଗୃହମନ୍ତ୍ରୀ…

ଇରାନର ର୍ବୋଚ୍ଚ ନେତା ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ,୪ ରୁ ୯ ଜୁଲାଇ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର…

ଇରାନର ର୍ବୋଚ୍ଚ ନେତା ଆୟାତୁଲ୍ଳା ଅଲ୍ଳୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ । ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ ବୈଦେଶିକ ରାଷ୍ଟ୍ର…

ରସଗୋଲା ଖାଇବା ଶରୀର ଅସୁସ୍ଥ ନୁହଁ ବରଂ ଏହାକୁ ସୁସ୍ଥ ରଖିବାରେ ସହାୟକ , ଆସନ୍ତୁ ଜାଣିବା ରସଗୋଲା ଖାଇବାର ଜବରଦସ୍ତ…

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ । ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି ।  ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର…

ମହିଳା ଟି-୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଦା ହେଲା ଭାରତ

ମହିଳା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିଦା ହେଲା ଭାରତ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ ଦଳର ଟି-୨୦ ବିଶ୍ୱକପ ୨୦୨୬ ଜିତିବାର ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି । ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଏହି…

ଅସୁସ୍ଥତା ଅନୁଭବ କରିବାରୁ ଜନ୍ମଦିନରେ ହସପିଟାଲରେ ଭର୍ତ୍ତି ହେଲେ ସିରିଅଲ ଅଭିନେତ୍ରୀ ଜସ୍ମିନ ଭାସିନ

ହସପିଟାଲରେ ଭର୍ତ୍ତି ହେଲେ ସିରିଅଲ ଅଭିନେତ୍ରୀ ଜସ୍ମିନ ଭାସିନ । ଜନ୍ମଦିନ ପାଇଁ ଦୁବାଇ ଟ୍ରିପରେ ଯାଇଥିଲେ ଜସ୍ମିନ । ଆଉ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ ଅଲ୍ଲୀ ଗୋନି ଫଟୋ ସେୟାର କରି ଅଭିନେତ୍ରୀଙ୍କ ବିଷୟରେ ସୂଚନା…

ଭାରତୀୟ ବଜାର ପାଇଁ ବନ୍ଦ ହେଲା ପଲସର୍ N125 ବାଇକ୍‌

ଭାରତୀୟ ବଜାର ପାଇଁ ବନ୍ଦ ହେଲା ପଲସର୍ N125 (Pulsar N125) ବାଇକ୍‌ । ବଜାଜ୍ ଅଟୋ (Bajaj Auto) ଏହି ବାଇକର ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛି। କମ୍ପାନି ପକ୍ଷରୁ ଦେଶର ସମସ୍ତ ଡିଲରମାନଙ୍କୁ ଏହି ବାଇକ୍ ଯୋଗାଣ ବନ୍ଦ କରାଯାଇଛି। ୨୦୨୪ ଅକ୍ଟୋବରରେ ଲଞ୍ଚ୍ ହୋଇଥିବା ଏହି ବାଇକ୍…

ସମବାୟ ସମିତି ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ…

ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା…