ଜୁଲାଇ ପହିଲାରୁ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ବଡ଼ ହ୍ରାସ
ଜୁଲାଇ ପହିଲାରୁ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିବ। ତୈଳ କମ୍ପାନୀଗୁଡ଼ିକ ହାରାହାରି ୧୮୦ ଟଙ୍କା ପର୍ଯ୍ୟନ୍ତ ଦର କମାଇଛନ୍ତି। ଦିଲ୍ଲୀରେ ଏବେ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ ୨,୯୩୦ ଟଙ୍କା ହୋଇଥିବା ବେଳେ ପୂର୍ବରୁ ଏହା ୩,୧୧୩ ଟଙ୍କା ୫୦ ପଇସା ଥିଲା।…