Browsing Tag

#metro tv

ଆମେରିକୀୟ ସେନାକୁ ସିରଆ ସୀମାରେ ଆତଙ୍କବାଦୀଙ୍କ ଟାର୍ଗେଟ୍: ୩ ସେନା ମୃତ

ଜୋର୍ଡାନ: ସିରିଆ ସୀମା ଜୋର୍ଡାନ ଅଂଚଳରେ ଥିବା ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ  ଡ୍ରୋନ୍ ଆକ୍ରମଣରେ ୩ଜଣ ସେନାଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଏହି…

ଆଜି ରାଜ୍ୟ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ : ମଲ୍ଲିକାର୍ଜୁନ ଖଡଗେ ଆସୁଛନ୍ତି

ଭୁବନେଶ୍ବର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସଭାକୁ ସଫଳତା କରିବା ପାଇଁ ଦିନ ରାତି ଏକ କରିଛି ରାଜ୍ୟ କଂଗ୍ରେସ । ଆଉ ଦୁଇ ମାସ ନିର୍ବାଚନ ଥିବାରୁ କଂଗ୍ରେସର ନେତାଠୁ ଆରମ୍ଭ କରି କର୍ମୀମାନେ ସଭାକୁ ଲୋକ ଆଣିବାରେ ଲାଗିପଡ଼ିଛନ୍ତି । ଦିନ ୧୨ଟାରେ…

ଚେସ୍ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି ହେଲେ

ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ  ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଏହି ଇଣ୍ଟର ନ୍ୟାସନାଲ ଚେସ ମାଷ୍ଟର ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହ ପ୍ରତିଷ୍ଠିତ ଚେସ ଖେଳାଳିମାନେ ତାଙ୍କ ବିବାହ ବେଳେ ଉପସ୍ଥିତ…

ଭାଜପା ନେତାଙ୍କୁ ସରକାରରେ ସାମିଲ କରିବେ ନୀତୀଶ,

ନୂଆଦିଲ୍ଲୀ: ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟକୁ ସମାପ୍ତ କରି ବିଜେପି ସହ ପୁଣି ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି।  ସେ ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ଗ୍ରହଣ କରିବେ। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା…

ଓଲିଙ୍କ ଅପରାଜିତ ୧୪୮, ଇଂଲଣ୍ଡକୁ ୧୨୬ ରନ୍‌ର ଲିଡ୍‌

ଭାରତର ପ୍ରଥମ ଇନିଂସ ୪୩୬ରେ ଅଟକିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ  ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ୍ ହରାଇ ୩୧୬ ରନ୍ କରିଛି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓଲି ପପ୍‌। ସେ ଅପରାଜିତ ୧୪୮ ରନ୍ କରିଛନ୍ତି। ସେ ଓ ରେହାନ ଅହମଦ  ଦଳର ଇନିଂସକୁ ଆଗେଇ ନେବେ। ପ୍ରଥମ…

ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି ଦାୟିତ୍ୱ

ରାଜ୍ୟ ପାଇଁ ପ୍ରଭାରୀ ତାଲିକା ଘୋଷଣା କରିଛି ଦଳ। ବିଜୟ ସିଂହ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇ ଥିବାବେଳେ  ଲତା ଉସେଣ୍ଡିଙ୍କୁ ଓଡ଼ିଶା ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ତୁଲାଇ ଥିଲେ ଅମିତ ଶାହ। ଏହାପରେ ୨୦୧୯ରେ…

ବଡେ ମିଆଁ ଛୋଟେ ମିଆଁ

ଲିଜ ହୋଇଛି ବଲିଉର ଅପକମିଂ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଟିଜର। ଦମ୍‌ଦାର ଆକ୍ସନ ସାଙ୍ଗକୁ ଡଏଲଗ୍, ଲୋକଙ୍କୁ କରିଛି ଆଟ୍ରାକ୍ଟଏହି ଫିଲ୍ମକୁ ନେଇ ଦର୍ଶକମାନେ ବେଶ୍‌ ଉତ୍ସାହିତ ଥିବା ବେଳେ ମେକର୍ସ ଏବେ ଏହାର ଟିଜର ରିଲିଜ କରିଛନ୍ତି। ୧ ମିନିଟ୍‌ ୩୮ ସେକେଣ୍ଡର ଏହି ଟିଜର୍‌ରେ ଭରପୂର…

କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ: ରାଜ୍ୟ ବିକାଶର ଗାଥା ଶୁଣାଇଥିଲେ ୧୩ଟି ପ୍ରଜ୍ଞାପନ ମେଢ। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସ୍ଥାନ ପାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସହିତ ଗ୍ରାମୀଣ ବିକାଶକୁ ଫୋକସ୍ କରାଯାଇଛି। କୃଷି ବିଭାଗର ପ୍ରଜ୍ଞାପନ…

ମାଆ ‘ସମଲେଇ ପ୍ରକଳ୍ପ’ ଲୋକାର୍ପଣ

ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ‘ସମଲେଇ ପ୍ରକଳ୍ପ’ର ଲୋକାର୍ପଣ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ତେବେ ଏହା ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ…

ବିଜେଡି କନିଆଁ ବି‌ଜେପି ବର: ବାହାଘର କରାଇଲା କଂଗ୍ରେସ

ଭୁବନେଶ୍ୱର: ବିଜେଡି କନିଆଁ ବି‌ଜେପି ବର: ବାହାଘର କରାଇଲା କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନ୍‌ ଛକ କଂଗ୍ରେସ ଭବନ ସମ୍ମୁଖ‌ରେ  ବାହାଘରରେ ବିଜେପି ବର ଓ ବିଜେଡି କନ୍ୟା ସାଜିଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ବରବେଶରେ ବଶିଥିଲେ । ନିମନ୍ତ୍ରଣ ପତ୍ର ମଧ୍ୟ ଆଗରୁ ବଣ୍ଟାଯାଇଥିଲା। ହିନ୍ଦୁ…