7 ଜିଲ୍ଲାରେ ଅତି ପ୍ରବଳ ବର୍ଷା
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣିବଳୟ ପ୍ରଭାବରେ ଆଜି 7 ଜିଲ୍ଳାକୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର , ଦେବଗଡ଼ , ଅନୁଗୁଳ , କେନ୍ଦୁଝର , ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣି ଜାରି ହୋଇଛି । ଆସନ୍ତା 4 ଦିନ ଯାଏଁ ରାଜ୍ୟରେ…