Browsing Tag

#metro tv

ତେଲ ଦର ୭୫ ଡଲାର ଟପିଲା

ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍‌ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି। ସେହିଭଳି ୱେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧.୫୮ ଡଲାର ବା…

ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ପୁରୀ: ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୪ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ୪ହଜାର କ୍ବିଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା । ବାକି ୧୦ହଜାର କ୍ବିଣ୍ଟାଲ ଚାଉଳ ନଷ୍ଟ ହେବାକୁ ବସିଥିଲା । ଶେଷରେ ଟେଣ୍ଡର ମାଧ୍ୟମରେ ଏହି ଚାଉଳ ସବୁକୁ ନିଲାମ କରାଯାଇଛି ।…

ଦଶହରା ଛୁଟି ପରେ ନବମ, ଦଶମ ଷାଣ୍ମାସିକ ପରୀକ୍ଷା

କଟକ: ଚଳିତ ବର୍ଷ  ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଦଶହରା ଛୁଟି ପରେ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତି ଜିଲ୍ଲାର…

ତିରୁପତି ମନ୍ଦିର ଲଡୁ ବିବାଦ

ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାରୁ ଜଣାପଡିଛି, ଗତ ଶୁଣାଣି ସମୟରେ ଜଷ୍ଟିସ ଗଭଇ ମନ୍ତବ୍ୟ ଦେଇଛନ୍ତି ଯେ ଭଗବାନଙ୍କୁ…

ଆଜି କ୍ୱାର୍ଟର ଛାଡ଼ିବେ କେଜ୍‌ରିଓ୍ବାଲ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବାକୁ ସୁରକ୍ଷା ଅଧିକାରୀ ମିନି ଟ୍ରକ୍‌କୁ ତାଙ୍କ ବାସଭବନରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବା କାମ ଆରମ୍ଭ…

ପୁଣି ଫେରିବ ମୌସୁମୀ

ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଳୁଗୁଳି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବାଲାଂଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଶୁକ୍ରବାର ଏହା ଉତ୍ତର…

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ

https://www.youtube.com/watch?v=mlKnbor3TZw ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮…

ବରଗଡ ଜିଲ୍ଲା କାରାଗାରରେ ଚଢ଼ାଉ

ବରଗଡ଼ ଜିଲା କାରାଗାରରେ ଆଜି ସକାଳୁ ପୋଲିସ ଅତର୍କିତ ଭାବରେ ଚଢ଼ାଉ କରିଛି। ଏସ୍‌ପି ପି.ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି। ଚଢ଼ାଉରେ ୧୪ ପୋଲିସ ଅଫିସରଙ୍କ ସମେତ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।…

ବିଶ୍ବ ଚ୍ୟାଲେଞ୍ଜ୍‌ କପ୍‌ରେ ଅଂଶଗ୍ରହଣ କରିବେ ରାକେଶ

ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା…

ଯାଜପୁରରେ ଉପନିର୍ବାଚନ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

''ମୋ ଇସ୍ତଫା ଓ ଉପନିର୍ବାଚନ ଗୁଜବ । ଯାଜପୁରରେ ଉପନିର୍ବାଚନ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏହା ସତ ନୁହେଁ। ଯାହା ସବୁ ଗଣମାଧ୍ୟମରେ ଆଲୋଚନା ହେଉଛି, ତାହା କ’ଣ ସତ କି? ମୋତେ ଯିଏ ଟିକେଟ ଦେଇଛନ୍ତି, ଯାହାଙ୍କ ପାଇଁ ଆଜି ଏ ଜାଗାରେ ପହଞ୍ଚିଛି, ତାଙ୍କ ପାଖରୁ ଏହି ସମ୍ପର୍କରେ…