Browsing Tag

#metro tv

ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମାନ୍ୟବର ଗୃହ ନିର୍ମାଣ ଓ ନଗର…

ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ…

ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ…

ଶ୍ରୀମନ୍ଦିରରେ ଆଜି ‘କୃଷ୍ଣଜନ୍ମ’ ନୀତି,ପ୍ରାୟ ୫ ଘଣ୍ଟା ଧରି ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ‘କୃଷ୍ଣଜନ୍ମ’ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ‘କୃଷ୍ଣଜନ୍ମ’ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁସାରେ, ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ ‘କୃଷ୍ଣଜନ୍ମ’…

ଆଜି ପବିତ୍ର ଜନ୍ମାଷ୍ଟମୀ , ଏହି ମନ୍ତ୍ର ଜପ କଲେ ଜୀବନର ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ  ।  ଏହି ଦିନ ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ରାତି ୧୨ଟାରେ ଜନ୍ମୋତ୍ସବ ପାଳନ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଜନ୍ମାଷ୍ଟମୀ ଦିନ ଯଦି ଆପଣଙ୍କ ଜୀବନରେ କୌଣସି ସଙ୍କଟ ରହିଛି, ଆର୍ଥିକ ସମସ୍ୟା, ଋଣଭାର,…

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି, ଜାଣି ନିଅନ୍ତୁ ସମୟସୂଚୀ

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଯାତ୍ରୀମାନଙ୍କ ସୁବିଧା ଏବଂ ଟ୍ରେନ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ କରାଯାଇଥିବା ନେଇ କୁହାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଟ୍ରେନ ନଂ. ୧୫୦୨୭…

ଫୋନ୍ ବ୍ୟବହାରର କିଛି ଅଭ୍ୟାସ ଆପଣଙ୍କ ନିଦ, ଆଖି ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ?

ଆଜିର ସମୟରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଯାଇଛି । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଅଧିକାଂଶ ସମୟରେ ଆମ ହାତରେ ଫୋନ୍ ରହୁଛି । କିନ୍ତୁ ଆପଣ ଜାଣନ୍ତି କି, ଫୋନ୍ ବ୍ୟବହାରର କିଛି ଅଭ୍ୟାସ ଆପଣଙ୍କ ନିଦ, ଆଖି ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ…

ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିବ ପୋକୋ,ଆସନ୍ତୁ ଜାଣିବା ତା ସହ

ସ୍ମାର୍ଟଫୋନ୍ ୟୁଜର୍ଙ୍କ ପାଇଁ ବଡ଼ ଖବର । ପୋକୋ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ତାହାର ନୂଆ X8 ସିରିଜ୍ । କମ୍ପାନୀ ପକ୍ଷରୁ କନଫର୍ମ କରାଯାଇଛି ଯେ, ସେପ୍ଟେମ୍ବର ୪ ତାରିଖରେ ଭାରତରେ Poco X8 ସିରିଜ୍ ଲଞ୍ଚ ହେବ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ୍ ଆସିବ । ଏଗୁଡ଼ିକ ହେଉଛି Poco…

ଭାରତ – ବ୍ରାଜିଲ ପୁଟବଲ ମ୍ୟାଚ: ଟିକଟର ମୂଲ୍ୟ ୯୯୯ରୁ ୧୫,୦୦୦ ଟଙ୍କା

କଲକାତାର ସଲ୍‌ଟ ଲେକ୍‌ ଷ୍ଟାଡିୟମ୍‌ରେ ଅକ୍ଟୋବର ୩ରେ ୫ ଥର ବିଶ୍ବକପ୍‌ ଚମ୍ପିଆନ ବ୍ରାଜିଲ ବିପକ୍ଷରେ ଭାରତୀୟ ଫୁଟ୍‌ବଲ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପାଇଁ ଟିକଟର ମୂଲ୍ୟ ୯୯୯ରୁ ୧୫,୦୦୦ ଟଙ୍କା ରଖାଯାଇଛି। ବୁଧବାର ଅପରାହ୍‌ଣ ୪ଟାରୁ ଅନ୍‌ଲାଇନ୍‌ରେ ଏହି ମ୍ୟାଚ୍‌ର…

ଆସନ୍ତା ୫ ଓ ୬ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, କଟକରେ ଇନ୍‌ଡୋର ଷ୍ଟାଡିୟମରେ ହେବ ବୈଠକ

ଆସନ୍ତା ୫ ଓ ୬ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକରେ ଅନୁଷ୍ଠିତ ହେବ।କଟକ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ରାଜ୍ୟସ୍ତରୀୟ ନେତୃତ୍ୱ ସମେତ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ।ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ଜାତୀୟ…

ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି

ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପ୍ରକଳ୍ପରେ…