Browsing Tag

#metro tv

ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା' । ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ଏହା ସାମ୍ନାକୁ ଆସିଛି ।  ଏହି ଯୋଜନା ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ…

ଜମ୍ମୁକାଶ୍ମୀର ବିଧାନସଭାରେ ଧାରା ୩୭୦ ପୁର୍ନବାର ଲାଗୁ ପାଇଁ ହଙ୍ଗାମା

ବିରୋଧ କରି ବିଜେପି ଜୋରଦାର ବିକ୍ଷୋଭ କରିଛି । କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଐତିହାସିକ ପ୍ରସ୍ତାବ ପାରିତ କରିଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି ଜମ୍ମୁକାଶ୍ମୀରର ହିତ ପାଇଁ ଧାରା…

ଜାଣନ୍ତୁ ଆଜି କେଉଁ ରାଶିକୁ ମିଳିବ ଶୁଭଫଳ ?

ମେଷ : ଆଜି ବିଳାସକାରକ ଶୁକ୍ରଙ୍କ ସହ ଚନ୍ଦ୍ର ଅବସ୍ଥାନ କରି ପାରିବାରିକ ଜୀବନକୁ ରସାଣିତ କରିବେ। ବନ୍ଧୁ ସମ୍ପର୍କରେ ଉନ୍ନତି, ବସ୍ତ୍ରଭୂଷଣ ପ୍ରାପ୍ତିରୁ ଖୁସି ରହିବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ମଧ୍ୟ କିଛି କରିପାରିବେ ନାହିଁ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ…

ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନ୍‌ଙ୍କ ପରଲୋକ

ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ନିଶ୍ଚିତ କରିଛନ୍ତି ଯେ ବୃଦ୍ଧାବସ୍ଥାରେ ତାଙ୍କର ଭଲ ଭାବରେ ଯତ୍ନ ନିଆଯାଉଥିଲା ଏବଂ…

14 ତାରିଖ ଭିତରେ ଦାଖଲେ କରିବେ ପାଣ୍ଡୁଲିପି

ଚଳିତବର୍ଷ ବିଭିନ୍ନ ପର୍ବପର୍ବାଣିକୁ ନେଇ ତିଥି, ନକ୍ଷତ୍ରରେ ଅନେକ ତ୍ରୁଟି ଦେଖାଦେବା ପରେ ୨୦୨୫-୨୬ ବର୍ଷରେ ପ୍ରକାଶ ପାଇବାକୁ ଥିବା ପାଞ୍ଜିରେ ସମାନତା ଆଣିବାକୁ ରାଜ୍ୟର ସମସ୍ତ ପାଞ୍ଜିକାରମାନଙ୍କୁ ପୁଣିଥରେ(ରିମାଇଣ୍ଡର) ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ପାଞ୍ଜିକାରମାନଙ୍କୁ…

ଜେଏସ୍‌ଡବ୍ଲୁ-ପୋସ୍କୋ ଇସ୍ପାତ ପ୍ରକଳ୍ପ: ୬୫ ହଜାର କୋଟି ନିବେଶ ହେବ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଏକ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଦୁଇ କମ୍ପାନି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଅଧିକ ତଥ୍ୟ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ବନ୍ଧୁ ସମ୍ବୋଧନ କରି ଟ୍ରମ୍ପଙ୍କୁ ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ସେ ଲେଖିଛନ୍ତି, 'ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ' । ବିଶ୍ବରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ମିଶି କାମ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକାର…

ଆଜି ବିଜେପିରେ ମିଶିଲେ ସୁନନ୍ଦା ଦାସ

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଏବଂ ସ୍ୱାମୀ ଦେବେନ୍ଦ୍ର ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ କିଛି ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ସୁନନ୍ଦା |…

ନ୍ୟୁୟର୍କର ଜାତିସଂଘ ମହାସଭାରେ ଓଡିଶାର ସଂସ୍କୃତିକୁ ଉପସ୍ଥାପନ କଲେ ସମ୍ବିତ ପାତ୍ର

ନ୍ୟୁୟର୍କକୁ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ଡ. ସମ୍ବିତ ପାତ୍ର ନ୍ୟୁୟର୍କର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଛନ୍ତି। ମାନବାଧିକାର ପରିଷଦର ହାଇକମିଶନରଙ୍କ ରିପୋର୍ଟ ଉପରେ 'ଜାତୀୟ ବକ୍ତବ୍ୟ'…

ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୩ମାସର ଆଗୁଆ ଚାଉଳ

ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୩ମାସର ଆଗୁଆ ଚାଉଳ। ଏ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। E-kyc ବ୍ୟବସ୍ଥାକୁ ତ୍ବରାନିତ କରିବାକୁ ମଧ୍ୟ କହିଛନ୍ତି। ୧.୩୧ ଲକ୍ଷ ଶ୍ରମିକ ହେବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ…