Browsing Tag

#metro tv

ପର୍ଥ ଟେଷ୍ଟରେ କଙ୍ଗାରୁ ଦଳକୁ ପଣି ପିଆଉଛି ଭାରତ

ପର୍ଥ ଟେଷ୍ଟର ତୃତୀୟ ଅଧିବେସନ ଆରମ୍ଭ ହୋଇଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା  ଟିମ୍ ଇଣ୍ଡିଆର ଓପନର୍ ଯଶସ୍ୱୀ ଜୟସ୍ବାଲ ଏବଂ କେ.ଏଲ୍ ରାହୁଲ ଭାରତକୁ ସୁଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ୫୭ ଓଭର ତଥା ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ଭାରତର ସ୍କୋର ୧୭୨…

ସୁ‌ଲୋଚନା’ରେ ରାଜେଶ ଓ ଅର୍ଲିନ୍ ଯୋଡ଼ିକୁ ଦେଖିବାକୁ ପାଇବେ ଦର୍ଶକ

ଓଲିଉଡ୍‌ର ଦୁଇ ପ୍ରତିଭାବାନ ଯୁବକଳାକାର ରାଜ୍ ରାଜେଶ ଓ ଅର୍ଲିନ୍ ଅଙ୍କିତାଙ୍କୁ ନୂଆ ୱେବ୍‌ସିରିଜ୍‌ ‘ସୁ‌ଲୋଚନା’ରେ ଦେଖିବାକୁ ପାଇବେ ଦର୍ଶକ। ରାଜ୍ ରାଜେଶ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିଠାମିଠା’ଜରିଆରେ ନାୟକ ଭାବେ ବ୍ରେକ୍‌ ପାଇଥିବା ବେଳେ ଅର୍ଲିନ୍‌ ଅଙ୍କିତା ସୁଧାଂଶୁ…

ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୨୦୦୦ ପଏଣ୍ଟ ବୃଦ୍ଧି

ଚଳିତ ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୨୦୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି। ଦୀର୍ଘ ପାଞ୍ଚ ମାସ ପରେ ସେନ୍‌ସେକ୍ସରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି। ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ କାରବାର ଭଳି ଗମ୍ଭୀର ଅଭିଯୋଗ…

ମହାରାଷ୍ଟ୍ରରେ ମହାୟୁତିିକୁ ବଡ ସଫଳତା: କିଏ ହେବେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭାର ପ୍ରାରମ୍ଭିକ ଧାରାରେ ଭାଜପା ନେତୃତ୍ୱାଧୀନ ମହାଗଠବନ୍ଧନ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ, ମହାୟୁତି ୨୧୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଏମଭିଏ ୫୮ ଏବଂ ଅନ୍ୟମାନେ ୧୩ ଆସନରେ ଆଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ମିଲରଙ୍କୁ ଦେଲେ କଡ଼ା ଚେତାବନୀ

ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମନ୍ତ୍ରୀ କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌କୁ ସିଲ୍‌ କରାଯିବ। ଏହା ସହ ମିଲ୍‌କୁ କଳା ତାଲିକାଭୁକ୍ତ କରାଯିବ। ନୂଆପଡ଼ାରେ ଏହି…

ଛତିଶଗଡର ସୁକମାରେ ମାଓ ଅପରେସନରେ ୧୦ମାଓବାଦୀ ମୃତ୍ୟୁ

ଛତିଶଗଡର ସୁକମାରେ ବଡ ଧରଣର ମାଓ ଅପରେସନ୍ । ଏଥିରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କୁ ପକ୍ଷରୁ ଅପରେସନ୍ ହୋଇଥିଲା । ଘଟଣାସ୍ଥଳରୁ ଇନସାସ୍‍, ଏକେ -୪୭, ଏସଏଲଆର ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବସ୍ତର…

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ତେବେ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଝାଡ଼ଖଣ୍ଡରେ ବହୁ ଆଗରେ ଇଣ୍ଡି ମେଣ୍ଟ , ଜେଏମଏମ- କଂଗ୍ରେସ ପୁଣି ଗଢ଼ିବ ସରକାର

ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମେଣ୍ଟର ବିପୁଳ ବିଜୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡବାସୀ ପୁଣି ପସନ୍ଦ କରିଛନ୍ତି ।  ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବହୁ ରାଉଣ୍ଡ ଆଗରେ ଅଛନ୍ତି କଳ୍ପନା । ତାଙ୍କ…

ବବି ଦାସଙ୍କ ଭାଇ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା

ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା । ନଭେମ୍ବର ୨୦ରେ ହୋଇଥିବା ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ ।…

ଧନୁଯାତ୍ରାରେ ପ୍ରବେଶ କଲେ ନୂତନ କଂସ

ଚଳିତ ବର୍ଷ ହେବାକୁ ଥିବା ଧନୁଯାତ୍ରାରେ  ଅନ୍ୟ ଜଣେ କଳାକାର କଂସ ଭୂମିକାରେ ଅଭିନୟ କରିବେ । ହୃଷିକେଶଙ୍କୁ ହଟାଯିବାକୁ ନେଇ କଳାକାର ସମନ୍ବୟ କମିଟିରେ ନିଷ୍ପତି ନିଆଯାଇଛି । ଗତ 2022ରେ 3 ବର୍ଷ ପାଇଁ ହୃଷିକେଶ ଭୋଇଙ୍କୁ କଂସ ଭୂମିକା ପାଇଁ ଚୟନ କରାଯାଇଥିଲା । ନିୟମ ଅନୁସାରେ ତିନି…