Browsing Tag

#metro tv

କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ

ଶେଷରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ସୁଜାତା କାର୍ତିକେୟନ । ରାଜନୀତିକ କାରଣରୁ ସରକାର ବଦଳିବା ପରେ ଝିଅର ପାଠପଢ଼ା କହି ଛୁଟିରେ ରହିଥିଲେ । ତେବେ ପୁଣି ଛଅ ମାସ ଛୁଟି ନମିଳିବାରୁ ଏବେ କାର୍ଯ୍ୟରେ ଯୋଗଦେଇଛନ୍ତି । ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା…

ଏସାର ଗ୍ରୁପ୍‌ ଅଧ୍ୟକ୍ଷଙ୍କ ପରଲୋକ

ଏସାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସହ-ପ୍ରତିଷ୍ଠାତା ଶଶିକାନ୍ତ ରୁଇଆ(୮୧)ଙ୍କର ପରଲୋକ ହୋଇଛି। ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶଶିକାନ୍ତଙ୍କର ମୃତ୍ୟୁ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ହୋଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ଶଶିକାନ୍ତଙ୍କୁ ପ୍ରାୟ ମାସକ ପୂର୍ବେ…

ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ

ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀଙ୍କୁ ଏଯାଏ ଚିହ୍ନଟ କରାଗଲାଣି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ ଏହି ତଥ୍ୟ…

ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର

କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର । ଆଉ ୬ ମାସନ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା । ତେବେ ପୁଣି ଥରେ ନିଜର ଛୁଟି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ। ଆସନ୍ତା 28 ତାରିଖରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ହେମନ୍ତ । ପତ୍ନୀ କଳ୍ପନା ସୋରେନଙ୍କ ସହ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ…

ନଭେମ୍ବର ୨୯ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ନଭେମ୍ବର ୨୯ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ।  ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ଓଡିଶା ଗସ୍ତ ନେଇ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। SPG ବୈଠକ ନେଉଥିବା ସୂଚନା ମିଳିଛି । ପୋଲିସ, ଅଗ୍ନିଶମ, ଟେଲିକମ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ…

ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ

ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର ବହୁତ କ୍ଷତି ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଛି। ଏନେଇ ୟୁକ୍ରେନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରୁଷିଆ ୟୁକ୍ରେନ ଉପରେ ୧୮୮ ଆକ୍ରମଣକାରୀ ଡ୍ରୋନ୍‌ ଚଳାଇଛି। ଉଭୟ ଦେଶ…

ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି। ଭୂୟାଁ ସହକର୍ମୀଙ୍କର ବକେୟା ଥିବା ୫ ଲକ୍ଷ ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଉଥିଲେ। ତେବେ…

ଜାଣନ୍ତୁ କେଉଁ ରାଶିକୁ ଆଜି ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ ?

ମେଷ : ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ପାଇ ସ୍ଥଗିତ କାମ ସମ୍ପନ୍ନ ହେବ। ଘରୋଇ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି…

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ୪ ବର୍ଷ ନିଲମ୍ବିତ

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ୪ ବର୍ଷ ନିଲମ୍ବିତ । ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଦଳ ପାଇଁ ହୋଇଥିବା ଚୟନ ବେଳେ ବଜରଙ୍ଗ ପରୀକ୍ଷା ପାଇଁ ନମୁନା ଦେବାକୁ ମନା କରିଥିଲେ । ଫଳରେ ତାଙ୍କ ବିରୋଧରେ ଏପରି…