Browsing Tag

#metro tv

 ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ,ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ ଆରମ୍ଭ – ମେୟର ସୁଲୋଚନା ଦାସ

ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ । ବଢୁଥିବା କୁକୁରଙ୍କ ସଂଖ୍ୟା ପାଇଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି । କୁକୁରଙ୍କ କାରଣରୁ ରାଜଧାନୀରେ ଦୁର୍ଘଟଣା ମଧ୍ୟ ବଢୁଛି । ଅନେକ ସମୟରେ ଏପରି ମଧ୍ୟ ଦେଖାଯାଇଛି କି, ରାଜଧାନୀ ଗଳି କନ୍ଦିରେ କୁକୁର ମାନେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି ।…

ଦେଢ ବର୍ଷରେ 10 ଲକ୍ଷଙ୍କୁ ସ୍ଥାୟୀ ସରକାରୀ ଚିକିରି ଦିଆଯାଇଛି – ମୋଦୀ

ରୋଜଗାର ମେଳା ମାଧ୍ୟମରେ ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସୋମବାର ଏକ ରୋଜଗାର ମେଳାକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଗତ ୧୮ ମାସ…

ଏଣିକି ୫ମ ଓ ୮ମ ଶ୍ରେଣୀର ପିଲାଙ୍କୁ ଫେଲ୍‌ କରିପାରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଶିକ୍ଷାଧିକାର ଆଇନ, ୨୦୧୯ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ପୂର୍ବେ ୫ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ‘ଫେଲ୍‌’ କରାଯାଉ ନଥିଲା। ମୂଲ୍ୟାୟନ ସଂଖ୍ୟା  ନିର୍ବିଶେଷରେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଉଥିଲା। ‘ସଂଶୋଧିତ…

ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ

ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ୧୯୭୬ରେ ଶ୍ୟାମ ବେନେଗଲଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ…

ଓଡ଼ିଶାକୁ ବର୍ଷା ବିପତ୍ତି , 26 ରେ ଆଉ ଏକ ଘୂର୍ଣ୍ଣିବଳୟ

ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା  ।  ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ  ।   ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ଆଜି ଓ କାଲି ରାଜ୍ୟରେ…

ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରାଜଧାନୀ ଭୁବନେଶ୍ବରରେ ସୋମବାର ସନ୍ଧ୍ୟାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଅତି ଭୟଙ୍କର ରୂପଧାରଣ କରିଥିବାରୁ ଏହା ସହଜରେ ନିୟନ୍ତ୍ରଣକୁ ଆସିପାରି ନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ…

ବର୍ଷା ଛାଡିବା ପରେ ପୁଣିଥରେ ରାଜ୍ୟକୁ ଲେଉଟିବ ଶୀତ

ଆହୁରି ଦିନଟିଏ ଉପକୂଳ ଠାରୁ ଆଭ୍ୟନ୍ତରୀଣ ସବୁଠି ଲାଗି ରହିବ ଝିପିଝିପି ବର୍ଷା, ଏହାର ପ୍ରଭାବ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଡିସେମ୍ବର ୨୨ରେ ଅର୍ଥାତ୍ ରବିବାର ରାଜସ୍ଥାନର ଉଦୟପୁରରେ ସିନ୍ଧୁ ବିବାହ କରିଛନ୍ତି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ…

ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର । ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ କହିଛନ୍ତି, ଆମେ ଭାରତ ସରକାରଙ୍କୁ ଜଣାଇଛୁ ଯେ ବାଂଲାଦେଶ ସରକାର…

ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଶିଳ୍ପାଞ୍ଚଳ ପାରାଦୀପରେ ଯେଉଁ ସମ୍ଭାବନା ଅଛି, ତାହା ଆଗାମୀ ଦିନରେ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ। ‘ପୂର୍ବୋଦୟ ମିସନ’ରେ ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି ସୋମବାର ପାରଦୀପ ନିର୍ବାଚନମଣ୍ଡଳୀରେ ଆୟୋଜିତ  ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି…