Browsing Tag

#metro tv

ଜାଣନ୍ତୁ କେଉଁ ରାଶି ଆଜି ସଫଳ ହେବ ?

ମେଷ : ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ନିଜର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ବିଶେଷଭାବରେ କାମକୁ ଆସିବ। ଦ୍ୱାଦଶରେ ଚନ୍ଦ୍ର ଯୁକ୍ତ ରାହୁ ରୋଗ, ଋଣ ଏବଂ ଶତ୍ରୁତା ସମ୍ବନ୍ଧୀୟ…

୧୮୧ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ

ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ବୁମରା ଓ ନୀତିଶ ରେଡ୍ଡୀ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ଭାରତ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା । ଏହା ସହ ପ୍ରଥମ ଇନିଂସରେ ୪ ରନରେ ଆଗୁଆ ହୋଇଛି ଟିମ ଇଣ୍ଡିଆ । ସେପଟେ ବୁମରା ଆହତ ହେବା ଫଳରେ ତାଙ୍କ ସ୍ଥାନରେ…

ମୁଁ ଅବସର ନେଇନି, ଗୋଟିଏ ମ୍ଯାଚ ବିଶ୍ରାମ ନେଇଛି : ରୋହିତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ନଖେଳିବା ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ରୋହିତ ଶର୍ମା । କହିଛନ୍ତି, ସେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇନାହାନ୍ତି । କେବଳ ଗୋଟିଏ ମ୍ୟାଚ୍‌ ପାଇଁ ସେ ବିଶ୍ରାମ ନେଇଛନ୍ତି । ସିଡନୀ ଟେଷ୍ଟ ନଖେଳିବା, ତାଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି କହିଛନ୍ତି…

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ‘ପୁଷ୍ପା-୨’ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ । ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଜାମିନ ମିଳିଛି । ପୂର୍ବରୁ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି ଅଲ୍ଲୁ ଅର୍ଜୁନ। ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍…

ଚୀନର ଉହାନ ସହରରେ ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ଆତଙ୍କ

୨୦୧୯ ପରେ ୨୦୨୫ରେ ଚୀନରେ କ୍ଷିପ୍ର ଗତିରେ ବ୍ୟାପୁଛି ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ବା HMPV ଭାଇରସ । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ-୧୯ ପରି ଲକ୍ଷଣ ଦେଖିବାକୁ ମିଳୁଥିଲେ ବି ନୂଆ ଭାଇରସ ଅଧିକ ଘାତକ ସାଜିଛି । ଚୀନ ସରକାରଙ୍କ ପକ୍ଷରୁ ହେଲ୍ଥ ଇମରଜେନ୍ସି ଘୋଷଣା ହୋଇଛି। ଏଯାଏ ମୃତ୍ୟୁ…

ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ

ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୪୭୦ ବିମାନ ବିଳମ୍ବିତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ଦୂର ସ୍ଥାନ ଦୃଶ୍ୟ ହୋଇ ନ ଥିଲା। ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସ୍‌ଜେଟ, ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆର ବିମାନଗୁଡ଼ିକ ପ୍ରଭାବିତ…

ଜାନୁୟାରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଜାନୁଆରୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। 9 ତାରିଖ ଜନତା ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ।…

୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି : ମୋହନ ଚରଣ ମାଝୀ

ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ…

ଆଜିର ରାଶିଫଳ

ମେଷ : ଆଜି ଦ୍ୱିଜା ନକ୍ଷତ୍ର ପାରିବାରିକ ସମସ୍ୟା ସମାଧାନ କରି ଆଶ୍ୱସ୍ତି ଲଭିବେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର ଉଠାଇ ପରିସ୍ଥିତିକୁ ଜଟିଳ କରିଦେବେ। ଅଭାବଜନିତ…

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକା ଙ୍କ ଏକ ସ୍ବପ୍ନ ଥିଲା । ଯାହାକି ଛାବାରେ ପୂରଣ ହୋଇଛି । ଏଥିପାଇଁତାଙ୍କୁ ବହୁତ…