Browsing Tag

#metro tv

ଓଡ଼ିଶା ପାଇଁ ଖୁସି ଖବର , ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଓଡ଼ିଶା ପାଇଁ ଖୁସି ଖବର । ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ବର୍ଷ ଧରି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁ ବୋଲି ଦାବି ହୋଇଆସୁଥିଲେ ଆଜି ତାହା ପୂରଣ ହୋଇଛି । କଟକ ବାଲିଯାତ୍ରାକୁ…

ଆସନ୍ତା ୧୦ ତାରିଖରୁ ପୁଣି କଡାକଡି ହେବ ଗାଡି ଚେକିଂ

ଆସନ୍ତା ୧୦ ତାରିଖରୁ ପୁଣି କଡାକଡି ହେବ ଗାଡି ଚେକିଂ । ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ କମିଶନରେଟ ପୋଲିସ । ବିକଟାଳ ହର୍ଣ୍ଣ, କଳାକାଚର ହେବ ଚେକିଂ । ଗାଡିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା । ମୋଟା ଅଙ୍କର ଜରିମାନା ନେଇ ସତର୍କ କଲା ପୋଲିସ । ଚେକିଂ…

ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ,  ପାଇଲଟ ସୁରକ୍ଷିତ

ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ।  ଉତ୍ତରପ୍ରଦେଶର ଶିବପୁରୀରେ ବାୟୁସେନା  ବିମାନ  ଦୁର୍ଘଟଣାଗ୍ରସ୍ତ ।  ପାଇଲଟ ସୁରକ୍ଷିତ ଥିବା କୁହାଯାଉଛି । ସ୍ଥାନୀୟ ପ୍ରଶାସନ ଦ୍ବାରା  ଉଦ୍ଧାର ଚାଲିଛି । ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣା ପଡିନାହିଁ । ବାୟୁସେନାରେ  ମିରଜା-୨୦୦୦…

ଆମର ଲକ୍ଷ୍ୟ ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର…

ରାମଲଲ୍ଲାଙ୍କ ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ , ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି…

ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରିଛି। ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରୟାଗରାଜର ମହାକୁମ୍ଭକୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ରାମ ମନ୍ଦିରକୁ ପ୍ରଭୁ…

ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ  ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ…

ଟସ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ପ୍ରଥମ ମ୍ୟାଚ୍‌ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଛି ସିରିଜ୍‌ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଆଜିର ମ୍ୟାଚ୍‌ ପାଇଁ…

ମାଙ୍କଡା ପଥର ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ

ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୈ।ଜାରେ ଦିନକୁ ଦିନ ବେଧଡକ ଭାବରେ ଚାଲିଛି ମାଙ୍କଡା ପଥର ଚୋରାଚାଲାଣ।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ…

ବେଧଡ଼କ ମାଙ୍କଡା ପଥର ମୋରମ ଲୁଟ ପ୍ରତିବାଦରେ ରାସ୍ତା ଉପରେ ଆନ୍ଦୋଳନ

ଖୋର୍ଦ୍ଧା ଜିଲ୍ଲାର ଟାଗିଂ ତହସିଲ ଜଂକିଆ ଥାନା ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ମୈ।ଜାରେ ଥିବା ଗୋଚର ଜମି ଓ ସଂରକ୍ଷିତ ଜଂଗଲ ଜମି ଓ କାଜୁ କର୍ପୋରେସନ ଜମିରୂ ହେଉଛି ମାଙ୍କଡା ପଥର ଓ ମୋରମ ଲୁଟ।ଟାଗିଂ ତହସିଲ ଜଂକିଆ ଥାନା ଅଧିନସ୍ଥ ଓଳସିଂହ ଗ୍ରାମପଞ୍ଚାୟତ ଓଳସିଂହ ଓ ଅରାଗଂ ମୈ।ଜାର ଜଙ୍ଗଲ ଓ…

ଆସନ୍ତାକାଲିଠୁ ଆରମ୍ଭ ପ୍ରେମ ସପ୍ତାହ

ପ୍ରେମରେ ପଡିଥିବା ପ୍ରେମକୁ ବୁଝିଥିବା ପ୍ରେମୀଯୁଗଳମାନେ ପ୍ରସ୍ତୁତ ବି ହୋଇଗଲେଣି । ହେବେନି ବା କେମିତି, ନିଜ ପ୍ରେମିକ ବା ପ୍ରେମିକା ସହ ଏହି ୭ ଦିନ ଯେ ବେଶ ଗୁରୁତ୍ବପୂର୍ଣ୍ଣ ତାହା ସେମାନେ ଭଲ ଭାବେ ଜାଣିଛନ୍ତି । କେହି କେହି ନିଜ ଜୀବନସାଥୀ ସହ ଏହି ଦିନଗୁଡିକୁ ମନେଇଥାନ୍ତି, ତ କେହି…