Browsing Tag

#metro tv

ବହୁ ବାଦବିବାଦ ପରେ ପରଦାକୁ ଆସିଲା ‘ସନାତନୀ’

ବହୁ ବାଦବିବାଦ ପରେ ଆଜି ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ଅପରାହ୍ନରେ ଏହାର ପ୍ରିମିୟର୍‌ ସୋ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା…

ପୁଣି ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ

ପୁଣି ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ । କୁମ୍ଭମେଳା କ୍ଷେତ୍ରର ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପ୍ରୟାଗରାଜ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କେମିତି ଲାଗିଛି, ତାହା ଏଯାଏଁ…

ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ

ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ । ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ । ସେହି ପ୍ରେମ ପାଇଁ ବର୍ଷରେ ଗୋଟିଏ  ସପ୍ତାହଟ୍ଟ ପ୍ରେମ ସପ୍ତାହ । ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ହେଲେ ଏଇ ୭ ଦିନ ଧରି ପ୍ରେମ ଆକାଶର ନୀଳ…

ରୋପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍‌ , ୬.୨୬% ରହିଛି ରୋପା ରେଟ୍‌

ଆଜି ଭାରତର ରିଜର୍ଭ ବ୍ୟାଙ୍କ୍‌ ରୋପୋ ରେଟ୍‌ ହ୍ରାସ କରି ୬.୨୫% କରିବାକୁ ଘୋଷଣା କରିଛି। ଯାହାକି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି। ନୂତନ ଭାବରେ ନିଯୁକ୍ତ ହୋଇଥିବା ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ୱରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍‌ପିସି…

ଫେବୃୟାରୀ ୧୦ରୁ ଟ୍ବିନ୍‌ ସିଟିରେ ହେବ କଡ଼ାକଡ଼ି ଗାଡ଼ି ଚେକିଂ

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ । ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍‌ ସିଟିରେ ଜୋରଦାର ହେବ…

ଆଜି ଅପରାହ୍‌ଣରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍ ବୈଠକ । ଆଜିର ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । କ୍ୟାବିନେଟ୍ ପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ବସିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୫-୨୬ ଆର୍ଥିକ…

ଆଜିଠୁ ହରିୟାଣାର ବିଶ୍ବ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା

ଆଜିଠୁ ହରିୟାଣାର ବିଶ୍ବ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା। ମେଳାରେ ଚଳିତ ବର୍ଷର ଥିମ୍  ଷ୍ଟେଟ ଭାବେ ଓଡ଼ିଶା ଓ ମଧ୍ୟପ୍ରଦେଶ ସ୍ଥାନ ପାଇଛନ୍ତି । 1200 ଷ୍ଟଲ ଭିତରୁ 40ଟି ଷ୍ଟଲରେ ପ୍ରଦର୍ଶିତ ହେବ ଓଡ଼ିଶାର କଳା, ଖାଦ୍ୟ, ସଂସ୍କୃତି, ନୃତ୍ୟ, ଗୀତ, ଐତିହ, ହସ୍ତଶିଳ୍ପ, ହସ୍ତକଳା ଏବଂ…

ଆସନ୍ତା ୧୦ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଷ୍ଟମ ଥର ପାଇଁ ହେବାକୁ ଯାଉଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଫେବ୍ରୁଆରୀ ୧୦ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା କରିବେ…

୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ ଭାରତ

ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ। ଏହା ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଧରି ଭାରତ ଫେରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର କହିଛନ୍ତି। ଚନ୍ଦ୍ରଯାନ-୪ରେ ଓଜନଦାର ଏଲ୍‌ଭିଏମ୍‌-୩ ରକେଟର ଅନୂ୍ୟନ ୨ଟି ଅଲଗା ଲଞ୍ଚ କରାଯିବ। ଏହା ମିଶନର ୫ଟି ଭିନ୍ନ…

ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ

 ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୨୪୯ ରନର ଲକ୍ଷ୍ୟକୁ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ୨୫୧ ରନ କରି ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ୮୭ ରନ, ଶ୍ରେୟସ ଆୟର…