ବହୁମତଠୁ ବହୁ ଆଗରେ ବିଜେପି
ସକାଳ ସାଢ଼େ ୯ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ବିଜେପି ସପକ୍ଷରେ ଯାଉଛି । ଏବେର ଟ୍ରେଣ୍ଡ ଅନୁସାରେ, ବିଜେପି ୫୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ଆପ୍ ୧୯ଟି ଓ କଂଗ୍ରେସ ଗୋଟିଏ ମାତ୍ର ଆସନରେ ଆଗୁଆ ରହିଛି । ଅର୍ଥାତ୍ ଟ୍ରେଣ୍ଡରେ ଆପ୍ ଓ କଂଗ୍ରେସ ମିଶି ମାତ୍ର ୨୦ଟି ଆସନରେ ଆଗୁଆ ଚାଲିଥିବା…