Browsing Tag

#metro tv

ଜନତା ଦିଲ୍ଲୀକୁ ଆପ୍‌-ଦା ମୁକ୍ତ କରିଛନ୍ତି – ମୋଦୀ

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ । ମୋଦୀଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଅଛନ୍ତି। ଗୃହମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ପହଞ୍ଚିସାରିଛନ୍ତି । ଦିଲ୍ଲୀ କାର୍ଯ୍ୟାଳରେ କର୍ମକର୍ତ୍ତାଙ୍କ ପ୍ରବଳ ଭିଡ । ବାଣ ଫୁଟାଇ ବିଜୟ ଉତ୍ସବ ପାଳିଲେ ।…

ଦିଲ୍ଲୀ ନିର୍ବାଚନ ଫଳାଫଳ : ଜିତିଲେ ଆତିଶୀ, ହାରିଗଲେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲଜାକୀ ସିଟରୁ ବିଜୟୀ ହୋଇଛନ୍ତି । ସେ ବିଜେପିର ରେମଶ ବିଦୁଡିଙ୍କୁ ହରାଇଛନ୍ତି । ରାଷ୍ଟ୍ରୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ଅଳକା ଲାମ୍ବା ମଧ୍ୟ ନିର୍ବାଚନ ହାରିଛନ୍ତି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୭ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୩ଟି…

ମହିଳାଙ୍କୁ ମିଳିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷ 1 ହାଜର 193 ଜଣ ମହିଳାଙ୍କ ପାଖକୁ ଗଲା ଟଙ୍କା । ମହିଳାଙ୍କୁ 9 ଶହ କୋଟି 59 ଲକ୍ଷ 65 ହାଜର ଟଙ୍କା ବାଣ୍ଟିଲେ ରାଜ୍ୟ ସରକାର । ରିମୋଟ ଚିପି ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭାଜପାର ବିଜୟ ପରେ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ

ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ…

ଦିଲ୍ଲୀରେ ବିଜେପି ସରକାର

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି। ବଜେପି 47 ଆସନରେ ଆଗୁଆ ରହିଥିବାବେଳେ ଆପ 23 ଆସନରେ ଆଗୁଆ ରହିଛି । ଫଳରେ ଦିଲ୍ଲୀ…

ବିଜେପି ଏକତରଫା ବିଜୟ ମୁହାଁ ହୋଇଛି

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ  ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ…

ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି

ଭେଣ୍ଟିଲେଟରରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ବୋଉ ବୁଟୁ ଭୂତ ସିନେମା ସୁଟିଂ…

ପୁଅ ବହାଘରରେ ୧୦ ହଜାର କୋଟି ଟଙ୍କା ଦାନ କଲେ ଗୌତମ ଆଦାନୀ

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଅହମଦାବାଦର ଦିବା ଶାହଙ୍କୁ ବିବାହ କରିଛନ୍ତି । ଏହି ଅବସରରେ ଗୌତମ ଆଦାନୀ ୧୦ ହଜାର କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ । ତାଙ୍କ ସାନ ପୁଅ…

ଏଣ୍ଡୋମେଟ୍ରିଓମା ରୋଗ ସହ ସଂଘର୍ଷ କରୁଛନ୍ତି କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସେ ଯେମିତି ସୁନ୍ଦର ଏବଂ ଚୁଲବୁଲି ତାଙ୍କ ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ। କୁହାଯାଉଛି କ୍ୟାଟଙ୍କୁ ଏକ ବଡ ରୋଗ ହୋଇଛି। ଚର୍ଚ୍ଚା ଏଭଳି ମଧ୍ୟ ହେଉଛି ଯେ, ସେଥିପାଇଁ କ୍ୟାଟ ଲାଇମଲାଇଟରୁ ଦୂରେଇ ଅଛନ୍ତି। କ୍ୟାଟଙ୍କ ଅସୁସ୍ଥତା ନେଇ ନିଜେ ଏକ ସାକ୍ଷାତକାରରେ…

ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ

ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣା । ବିମାନରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଷ୍ଟଗାର୍ଡ ଏହି ଧବଂସାବଶେଷ ଚିହ୍ନଟ କରିଛନ୍ତି । ଆମେରିକାର ପଶ୍ଚିମ ଆଲାସ୍କାରେ ଥିବା ନୋମ ସହରକୁ ଯାଉଥିବା ବିମାନ ଗାଏବ ହୋଇଯାଇଥିଲା । ପରେ ସମୁଦ୍ର ନିକଟରେ ଥିବା ବରଫ…