Browsing Tag

#metro tv

ଜାଣନ୍ତୁ କେଉଁମାନଙ୍କ ଶରୀର ପାଇଁ ଫୁଲକୋବି ଅପକାରୀ

ଶୀତଋତୁରେ ଉତ୍ପାଦିତ ହେଉଥିବା ବିଭିନ୍ନ ପରିବା ମଧ୍ୟରୁ ଫୁଲକୋବି ଅନ୍ୟତମ। ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଏଥିରେ ମଧ୍ୟ ଭିଟାମିନ୍ ଭରପୂର ପରିମାଣରେ ଥାଏ। ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ,…

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ

ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ । ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ହରିବାବୁ  କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି , ଆଡଭୋକେଟ୍…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇ । ମହାଦେବ ବେଟିଂ ଆପ୍ ମାମଲାରେ ସିବିଆଇ କଂଗ୍ରେସ ମହାସଚିବ ତଥା ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଲଙ୍କ ବାସଭବନରେ ଚଢାଉ କରିଛି । ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକରେ ଯୋଗଦେବା ପୂର୍ବରୁ ସିବିଆଇର…

ଆଜିଠୁ ବଢିବ ତାତି

ଆଜିଠୁ ବଢିବ ତାତି । ହିଟ ୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ୨୯ ତାରିଖ ରେ ଫେରିବ ହିଟ ୱେଭ । ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ…

ଆଜିର ରାଶିଫଳ

ମେଷ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତି ଦୃଢ଼ତର ହେବ। ଜିତେନ୍ଦ୍ରୀୟ ହେବେ। ପ୍ରଥିତ ପ୍ରଭାବସମ୍ପନ୍ନ ହେବେ। ବୃଷ: ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ…

୩୦ରେ ନାଗପୁରର RSS ହେଡକ୍ୱାଟର ଯିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି ଆରଏସଏସ ମୁଖ୍ୟାଳୟକୁ ଯିବେ ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ। ସୂଚନା…

ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩ ମାଓବାଦୀ

ଛତିଶଗଡ଼ ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍‌ରେ ସଫଳତା ମିଳିଛି । ଏନକାଉଣ୍ଟରରେ ଆଜି ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ସୁଧୀର ଥିବା ଜଣାପଡ଼ିଛି । ସୁଧୀର ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଏନକାଉଣ୍ଟର…

ଅବକାରୀ ପୋଲିସର ଚଢ଼ାଉ ୧୦୫ଗ୍ରାମ ବ୍ରାଉନସୁଗାର ଜବତ ବେପାରୀ ଗିରଫ।

ଖୋର୍ଦ୍ଧା ଜିଲ୍ଲାରେ ଧିରେ ଧିରେ ବଢ଼ିବାରେ ଲାଗିଛି ଧଳାଜହର କାରବାର।ଧଳା ଜହର କବଜାରେ ଖୋର୍ଦ୍ଧା ସହର।ଧଳାଜହର ବେପାରୀ ମାନେ ସାହି ସାହିର ଗଳିକନ୍ଦିରେ ସେମାନଙ୍କର ବେପାରକୁ ବେଧଡକ ଭାବରେ ଚଲାଉଛନ୍ତି।ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଧଳାଜହର କାରବାରକୁ ବନ୍ଦ କରିବା ପାଇଁ ଚଢ଼ାଉ…

୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ

୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ। ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ଏ ନେଇ ସତର୍କ କରାଯାଇଛି। ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏ ତାପମାତ୍ରା ବଢ଼ିବ। ରାତିର ତାପମାତ୍ରା ୨ ଦିନ ଭିତରେ ୩ ଡିଗ୍ରୀ ଯାଏ ବଢ଼ିବ। ଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା…

କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି

ସପ୍ତାହେରୁ ଅଧିକ ଦିନ ଧରି ଗୃହ ଚଳାଇ ଦେଲେନି ବିରୋଧୀ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ନିବେଦନ କଲେ, ଶେଷରେ ଉପବାଚସ୍ପତି ରୁଲିଂ ବି ଦେଲେ । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ଵେ ଗୃହ କାର୍ଯ୍ୟକୁ କଂଗ୍ରେସ ବିଧାୟକ ବାରମ୍ବାର ଅଚଳ କଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ୧୨…