Browsing Tag

#metro tv

ଟ୍ରମ୍ପ ନିଜର ଶୁଳକନୀତିକୁ ୯୦ ଦିନର ସ୍ଥଗିତ ରଖିବାକୁ ବିଚାର କରୁଛନ୍ତି

ଆମେରିକାର ଶୁଳ୍କ ନୀତି ଯୋଗୁଁ ଗତ କିଛି ଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଭାରତର ଷ୍ଟକ ବଜାରରେ ଅସ୍ଥିରତା ଦେଖାଦେଇଛି । ଟ୍ରମ୍ପଙ୍କ ଶୁଳକନୀତି ଫଳରେ ଆମେରିକା ସମେତ ସାରା ବିଶ୍ବ ଅର୍ଥନୈତିରେ ଏକ ସାମୟିକ ମାନ୍ଦାବସ୍ଥା ଆସିବାର ଆଶଙ୍କା ବି କରାଯାଉଛି । ଏଣୁ ଟ୍ରମ୍ପଙ୍କୁ…

ହିଟୱେଭ୍ ସଚେତନତା ଭ୍ୟାନ୍ ଅଭିଯାନ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ଭବନଠାରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ରାଜ୍ୟବ୍ୟାପୀ 'ହିଟୱେଭ୍ ସଚେତନତା ଭ୍ୟାନ୍ ଅଭିଯାନ'କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନଟି ୟୁନିସେଫର ଏକ…

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ପଞ୍ଚମ ଦିନ,ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଧର୍ମଝଣ୍ଡା ସ୍ଥାପନ

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଜି ପଞ୍ଚମ ଦିନ । ପରମ୍ପରା ଅନୁଯାୟୀ ଆଜି ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଧର୍ମଝଣ୍ଡା ସ୍ଥାପନ ହୋଇଛି । ଯାତ୍ରାର ତୃତୀୟ ଦିନ ସନ୍ଧ୍ୟାରୁ ମାଆ ସହର ପରିକ୍ରମା ଆରମ୍ଭ କରିଛନ୍ତି ।  ପରିକ୍ରମାରେ ବାହାରି ମାଆ ପ୍ରଥମେ ମହୁରୀ ଗଡ଼ ରାଜାଙ୍କ ରାଜବାଟୀରେ…

ଷଡଯନ୍ତ୍ର ପଛରେ ପାଣ୍ତିଆନଙ୍କ ହାତ – ବିଜେଡି ନେତା ଦେବାଶିଷ ସାମନ୍ତରାୟ

ଏବେ ବିଜେଡି ଦଳରେ ଧୀରେ ଧୀରେ ବିଦ୍ରୋହର ସ୍ବର ବଢିବାରେ ଲାଗିଛି  । ସେହି ବିଦ୍ରୋହର ସ୍ବର ଏତେ ମାତ୍ରାରେ ବଢିଛି ତାହା ଏବେ ଘନେଇବାରେ ଲାଗିଲାଣି । ଏହାରି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ବର୍ତ୍ତମାନ ଦଳର ବିଭୀଷଣ ଭାବେ ପାଣ୍ତିଆନଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡି ନେତା…

କଣ କହ୍ନେୟା କୁମାର କଂଗ୍ରେସକୁ ୨୦୨୫ ନିର୍ବାଚନର ନଈ ପାର୍ କରେଇ ପାରିବେ ?

କହ୍ନେୟା କୁମାରଙ୍କ ଭରସାରେ ବିହାର ନିର୍ବାଚନ ଲଢିବ କି କଂଗ୍ରେସ ? କଣ କହ୍ନେୟା କୁମାର କଂଗ୍ରେସକୁ ୨୦୨୫ ନିର୍ବାଚନର ନଈ ପାର୍ କରେଇ ପାରିବେ ? କହ୍ନେୟା କାନ୍ଧରେ ରାହୁଲଙ୍କ ‘ହାତ’ ଥିବା ନେଇ ଯେଉଁ ଚର୍ଚ୍ଚା ଆଗରୁ ହେଉଥିଲା ଆଜି ତାହା ଫର୍ଚ୍ଚା ହୋଇଛି । ଯେତେବେଳେ ବିହାର ନିର୍ବାଚନ…

ଭାରତୀୟ ସେୟାର୍‌ ବଜାର ପାଇଁ ଆଜି କଳା ସୋମବାର ସାବ୍ୟସ୍ତ ହୋଇଛି, 3000 ପଏଣ୍ଟ ଖସିଲା ସେନ୍‌ସେକ୍ସ

ଭାରତୀୟ ସେୟାର୍‌ ବଜାର ପାଇଁ ଆଜିର ସୋମବାର କଳା ସୋମବାର ସାବ୍ୟସ୍ତ ହୋଇଛି। କାରଣ ବିଏସ୍‌ଇ ଏବଂ ଏସ୍‌ଇ ସେନ୍‌ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍‌ଟି ୫୦ ସକାଳ ୯.୨୪ ସୁଦ୍ଧା ୮୩୧.୯୫ ପଏଣ୍ଟକୁ ଖସି ୨୨,୦୭୨.୫୦ରେ ପହଞ୍ଚିଛି।…

‘ଇଣ୍ଡିଆନ୍ ଆଇଡଲ୍ ୧୫’ର ଟାଇଟଲ ଜିତିଲେ ମାନସୀ ଘୋଷ

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ’ 'ଇଣ୍ଡିଆନ୍ ଆଇଡଲ୍ ୧୫'ର ଗ୍ରାଣ୍ଡ ଫିନାଲେ ଶେଷ ହୋଇ ଯାଇଛି । ଏହି ସିଜିନରେ ମାନସୀ ଘୋଷ ବିଜୟୀ ହୋଇଛନ୍ତି। କୋଲକାତାର ମାନସୀ ବିଜୟୀ ହେବାପରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ ନୂତନ କାର ମଧ୍ୟ ମିଳିଛି। କେବଳ ଏତିକି…

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସୋମବାର ଏକ ବିଶାଳ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ ହୋଇଛି। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ…

ଚଳିତ ୨୨  ଓ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ

ଚଳିତ ୨୨  ଓ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ସୁଭଦ୍ରା…

ଆଇପିଏଲ ମହାସମର : ମୁହାଁମୁହିଁ ହେବେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ୱାଙ୍ଖଡେ ଷ୍ଟାଡ଼ିୟମରେ  ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫ର୨୦ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର ବିପକ୍ଷରେ…