Browsing Tag

#metro tv

ସ୍ପ୍ଲେଣ୍ଡର ପ୍ଲସର ମୂଲ୍ୟ ବୃଦ୍ଧି

ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବର୍ଷ ବର୍ଷ ଧରି ଲୋକଙ୍କ ପ୍ରିୟ ବାଇକ୍ ହୋଇ ରହିଆସିଛି | ଏହି ବାଇକ୍ ଉନ୍ନତ ମାଇଲେଜ୍ ଦେବା ପାଇଁ ଜଣାଶୁଣା | ଦେଶର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ବର୍ତ୍ତମାନ ଏହାର ସର୍ବାଧିକ ବିକ୍ରି ହେଉଥିବା ଏଣ୍ଟ୍ରି ଲେବଲ୍ ବାଇକ୍ ସ୍ପ୍ଲେଣ୍ଡର ପ୍ଲସର…

ଲଣ୍ଡା ହେଲେ ଅଭିନେତା ପବନ କଲ୍ୟାଣଙ୍କ ଧର୍ମପତ୍ନୀ ଅନ୍ନା ଲେଝନେଭା, ଜାଣନ୍ତୁ କାରଣ

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣଙ୍କ ଧର୍ମପତ୍ନୀ ଅନ୍ନା ଲେଝନେଭା ‌ଲଣ୍ଡା ହୋଇ ଯାଇଛନ୍ତି।ଅନ୍ନା ତିରୁମାଳା ତିରୁପତି‌ ମନ୍ଦିରରେ କେଶଦାନ କରିଛନ୍ତି। ସୋସିଆଲ ମିଡିଆରେ ଅନ୍ନାଙ୍କ ଲଣ୍ଡା ହେବା ସମୟର ଓ ପରର ଫ‌ଟୋ ଭାଇରାଲ ହେବାରେ ଲାଗିଛି। ତେବେ ଅନ୍ନା…

3 ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି

ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ  ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ହାଲୁକାରୁ ମଧ୍ୟମ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ଅପରାହ୍ନ ୧ଟାରେ ଜାରି କରାଯାଇଥିବା…

ଆଇପିଏଲ -୨୦୨୫ର ଆଜି ୩୦ତମ ମ୍ୟାଚ , ପନ୍ତ-ଧୋନି ମୁକାବିଲା

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫ର ଆଜି ୩୦ତମ ମ୍ୟାଚ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯିବ। ମ୍ୟାଚ ମୁଖ୍ୟତଃ ପୂର୍ବତନ ଭାରତୀୟ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ୱିକେଟରକ୍ଷକ ଋଷଭ ପନ୍ତଙ୍କ ମଧ୍ୟରେ…

ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା

ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣି ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରବିବାର ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ…

ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ

ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ। ଓଡିଆ ପରମ୍ପରା ଅନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହେବ। ଆଜି ଠାରୁ ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି। ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ। ଏଥିସହ…

ଆଜିର ରାଶିଫଳ

ମେଷ: ଆପଣଙ୍କ ଆଖପାଖର ଗତିବିଧିକୁ ଅଣଦେଖା କରନ୍ତୁ ନାହିଁ। ନିଜ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ବାସ ରଖନ୍ତୁ। ପରିବାର ସହିତ ଭଲ ସମୟ କଟିବ। ବୃଷ: ସଫ୍‌ଟୱେର ଇଂଜିନିଅର ଅଧିକ ପରିଶ୍ରମ କରିବେ। ନୂଆ ଯୋଜନାରେ କାମ କରି ଭଲ ଫଳ ପାଇବେ। ଆବଶ୍ୟକତା ପୂରା କରିବା ପାଇଁ ପାର୍ଟ ଟାଇମ ଚାକିରି…

ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୪ ଯାଏ ମାଛଧରା ଉପରେ କଟକଣା

ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଏବଂ ଅଣ୍ଡାଦାନ ଋତୁରେ ମାଛ ପ୍ରଜନନକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଇଛନ୍ତି। ଏହି ନିର୍ଦ୍ଦେଶ ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୪ ଯାଏ ବଳବତ୍ତର ରହିବ। ବଡ଼ ପରିମାଣର ମାଛ ଧରିବା କାର୍ଯ୍ୟ ବନ୍ଦ…

ଲେଜର ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କରି ଭାରତ ଏହାର ପ୍ରତିରକ୍ଷା କ୍ଷମତାରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ…

ପ୍ରଥମ ଥର ପାଇଁ ୩୦ କିଲୋୱାଟ୍ ଲେଜର ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କରି ଭାରତ ଏହାର ପ୍ରତିରକ୍ଷା କ୍ଷମତାରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏହି ସିଷ୍ଟମ ମାଧ୍ୟମରେ, ଭାରତ ରବିବାର  ବିମାନ, କ୍ଷେପଣାସ୍ତ୍ର ଏବଂ ସ୍ୱର୍ମ ଡ୍ରୋନକୁ ଖସାଇ ଦେବାର କ୍ଷମତା ପ୍ରଦର୍ଶନ କରିଛି।…

ଜ୍ୟରେ ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ…

ଏପ୍ରିଲ ୧୪ ତାରିଖରେ ସାରା ରାଜ୍ୟରେ ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳିତ ହେବ। ଏହି ପର୍ବକୁ କିପରି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେଥିପାଇଁ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…