ପହଲଗାମ୍ ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଛି ବିବିସି, ବିବିସିକୁ କେନ୍ଦ୍ର ସରକାରଙ୍କ ନୋଟିସ୍
ବିବିସିକୁ କେନ୍ଦ୍ର ସରକାରଙ୍କ ନୋଟିସ୍ । ପହଲଗାମ୍ ଆତଙ୍କୀ ହମଲା ଉପରେ ଖବର ପ୍ରସାରଣ ନେଇ ନୋଟିସ୍ । ବିବିସି ମୁଖ୍ୟଙ୍କୁ କେନ୍ଦ୍ର ସରକାରଙ୍କ ଚିଠି । ପହଲଗାମ୍ ଖବର ପ୍ରସାରଣରେ ପକ୍ଷପାତିତା ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ତେବେ ପହଲଗାମ୍ ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଛି…