Browsing Tag

#metro tv

ସକାଳର ଏହି ସବୁ ଅଭ୍ୟାସ ପିଲାଙ୍କୁ କରିବ ସୁସ୍ଥ

ସକାଳ ହେଉଛି ଦିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ବିଶେଷକରି ପିଲାମାନଙ୍କ ପାଇଁ। ଉଠିବା ପରେ ଆପଣଙ୍କ ପିଲା ଯାହା କରେ ତାହା ସାରା ଦିନ ସେମାନଙ୍କର ଚିନ୍ତାଧାରା, ଶିକ୍ଷଣ ଏବଂ ଆଚରଣକୁ ପ୍ରଭାବିତ କରିପାରେ। ବିଶେଷଜ୍ଞମାନେ କୁହନ୍ତି ଯେ ଏକ ସୁନ୍ଦର ସକାଳର ରୁଟିନ୍ ମସ୍ତିଷ୍କର କାର୍ଯ୍ୟକୁ…

ଦକ୍ଷିଣ ଥାଇଲ୍ୟାଣ୍ଡରେ ପ୍ରବଳ ବର୍ଷା ପରେ ଭୟଙ୍କର ବନ୍ୟା , ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଦକ୍ଷିଣ ଥାଇଲ୍ୟାଣ୍ଡରେ ପ୍ରବଳ ବର୍ଷା ପରେ ଭୟଙ୍କର ବନ୍ୟା ସୃଷ୍ଟି । ଫଳରେ ପର୍ଯ୍ୟଟନ ସହର ହାଟ ୟାଇ ଜଳମଗ୍ନ । ଘର ବାହାରେ ଅଣ୍ଟାଏ ଅଣ୍ଟାଏ ପାଣି । ରାସ୍ତାଘାଟ ବୁଡ଼ିବା ସହ ଘର ଦୁଆର ପାଣିରେ ଉବୁଟୁବୁ । ସ୍ଥିତି ଏମିତି ହୋଇଛି ମଙ୍ଗଳବାର ଦିନ ସୋଙ୍ଗ୍ଲା ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି…

ଘରୋଇ ହିଂସାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି, ୫୦ କୋଟି କ୍ଷତିପୂରଣ ଦେବାକୁ ଦାବି

ଘରୋଇ ହିଂସାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ହେଲେ ଦ୍ୱାରସ୍ଥ । ୫୦ କୋଟି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ହେଲେ ଏସବୁ ମଧ୍ୟରେ ଅଭିନେତ୍ରୀ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଆସନ୍ତୁ ଜାଣିବା ଏହି…

ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଲଜ୍ଜାଜନକ ପରାଜୟ

ନିରାଶ କଲା ଭାରତ । ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ ।  ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ର ଜିତିଥିବା ବେଳେ ଭାରତ କୌଣସି ବି…

ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ – ରାଷ୍ଟ୍ରପତି

 ଆଜି ହେଉଛି ସମ୍ବିଧାନ ଦିବସ, ଯାହା ପ୍ରତିବର୍ଷ ୨୬ ନଭେମ୍ବରରେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଅଙ୍ଗୀକାର ବା ଗ୍ରହଣ କରିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଏହି ବିଶେଷ ସମାରୋହର ନେତୃତ୍ୱ ନେଇଛନ୍ତି । ପୁରୁଣା ସଂସଦ ଭବନର ଐତିହାସିକ…

ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା, ୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ

ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା । ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ । ୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ । ସୃଷ୍ଟି ହେବ ୭୮୧୫ ନିଯୁକ୍ତି । ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା,…

ଆସନ୍ତା ୨୪ ଘଣ୍ଟାରେ  ବାତ୍ୟା

ଆସନ୍ତା ୨୪ ଘଣ୍ଟାରେ  ବାତ୍ୟା ! ମାଲେସିୟା ଓ ମଲ୍ଲକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ସ୍ପଷ୍ଟ ଲଘୁଚାପ ରହିଛି । ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ପଷ୍ଟ ଲଘୁଚାପ…

ଆଜିର ରାଶିଫଳ

ମେଷ: ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରତିଭା ଦେଖାଇବେ। ଆପଣଙ୍କୁ କୌଣସି ଭଲ ଚାକିରି ମିଳିବ। ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ। ବୃଷ: ବ୍ୟବସାୟରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ଅର୍ଥ ଦିଆ ନିଆରେ ସାବଧାନତା ଅବଲମ୍ବନ କରନ୍ତୁ।…

ଟି-୨୦ ବିଶ୍ୱକପ୍ – ଫେବ୍ରୁଆରି ୧୫ ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ୨୦୨୬ରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୨୪ ବିଶ୍ୱକପ୍ ପରି ସମାନ ଫର୍ମାଟ୍ ଅନୁସରଣ କରାଯିବ। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆମ୍ବାସାଡର ୨୦୨୪ ଟି-୨୦ ବିଶ୍ୱକପର…

ଇଥୋପିଆର ହାୟଲି ଅଗ୍ନେୟଗିରିରେ ଉଦଗୀରଣ,ଭାରତ ପହଞ୍ଚିଛି ପାଉଁଶ

ରବିବାର ଇଥୋପିଆର ହାୟଲି ଅଗ୍ନେୟଗିରିରେ ବଡ଼ ଧରଣର ଉଦଗୀରଣ ହୋଇଛି। ଏହି ଆଗ୍ନେୟ ଉଦଗୀରଣ ଏତେ ପ୍ରଚଣ୍ଡ ଥିଲା ଯେ, ଏଥିରୁ ନିର୍ଗତ ପାଉଁଶ ମିଶ୍ରିତ ଧୂଆଁ ପ୍ରାୟ ୧୪ କିଲୋମିଟର ଆକାଶକୁ ଉଠିଥିଲା। ବଡ଼ କଥା ହେଲା ଏଥିରୁ ନିର୍ଗତ ପାଉଁଶ ଧୂଆଁ ଏବେ ଭାରତ ପହଞ୍ଚିଛି। ଫଳରେ ଅନେକ ବିମାନ…