ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଇଓଡବ୍ଲୁ ର ଜେରା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପ୍ରାୟ ପାଞ୍ଚ ଘଣ୍ଟା ଧରି ପଚରାଉଚରା କରିଛି। ରିପୋର୍ଟ ଅନୁଯାୟୀ, ଜଣେ ବ୍ୟବସାୟୀଙ୍କ ସହିତ ଜଡିତ ୬୦ କୋଟି ଟଙ୍କାର ଠକେଇ ମାମଲାକୁ ନେଇ ଇଓଡବ୍ଲୁ ଏହି ପଚରାଉଚରା କରିଥିବା ଜଣାପଡ଼ିଛି।…