Browsing Tag

#metro tv

ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ

ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଉଛି । ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବାକୁ ଲକ୍ଷ୍ୟ ରଖି ଆୟୋଜନ କରାଯାଇଛି । ୧୫ ଦିନ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଚଢ଼ଉ, ସଡ଼କ ସୁରକ୍ଷା ଆଦି କାର୍ଯ୍ୟକ୍ରମ…

ଏୟାରଲିଫ୍ଟ ହୋଇପାରନ୍ତି ହ୍ୟୁମାନ ସାଗର

ବିଗୁଡୁଛି ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା। ଏୟାରଲିଫ୍ଟ ହୋଇପାରନ୍ତି ହ୍ୟୁମାନ ସାଗର। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏପର୍ଯ୍ୟନ୍ତ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସେତେଟା ସୁଧାର ଆସିନାହିଁ । ଆଗାମୀ କିଛି ଘଣ୍ଟା ଯାଏ ତାଙ୍କୁ ଅବଜରଭେସନରେ ରଖାଯାଇଛି । ଖବର…

ଆସନ୍ତା ୧୯ କିମ୍ବା ୨୦ତାରିଖରେ ହେବ ବିହାରରେ ହେବ ଶପଥ ଗ୍ରହଣ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏବେ ନୂଆ ସରକାର କେବେ ଶପଥ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଏନଡିଏ ଏକ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନୂତନ ସରକାର ଗଠନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି । ସୂତ୍ର ଅନୁସାରେ ଶପତ ଗ୍ରହଣ ଉତ୍ସବ…

ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ଟେଷ୍ଟ ହାରିଲା ଭାରତ

କୋଲକାତାର ଇର୍ଡେନ୍ ଗାର୍ଡେନରେ ଭାରତର ଲଜ୍ଜାଜନକ ଟେଷ୍ଟ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ଟେଷ୍ଟ ହାରିଲା ଭାରତ । ନିଜ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ଅତି ଖରାପ ବ୍ୟାଟିଂ କରିବା ସହିତ ମାତ୍ର ୯୩ ରନରେ ଅଲଆଉଟ୍ ହୋଇଛି । ଆଉ ଏହି ମ୍ୟାଚକୁ ୩୦ ରନରେ ଜିତିନେଇଛି ଦକ୍ଷିଣ ଆଫ୍ରିକା ଦଳ…

୨୦୨୪-୨୫ ମାର୍କେଟିଂ ବର୍ଷ ରେ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି ଭାରତ

୨୦୨୪-୨୫ ମାର୍କେଟିଂ ବର୍ଷ (୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର)ରେ ଭାରତ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି। ଏହାର ମୂଲ୍ୟ ପ୍ରାୟ ୧.୬୧ ଲକ୍ଷ କୋଟି ଟଙ୍କା। ଚାହିଦା ପୂରଣ ପାଇଁ ଏହି ଆମଦାନି କରାଯାଇଛି ବୋଲି ସ‌ଲଭେଣ୍ଟ ‌ଏକ୍ସଟ୍ରାକ୍ଟର୍ସ ଆ‌ୋସାସିଏସନ୍‌  ଅଫ୍ ଇଣ୍ଡିଆ ପକ୍ଷରୁ…

ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ – ପିସିସି ସଭାପତି ଭକ୍ତ ଦାସ

ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ…

ପଥରଖଣିରେ ଫସିରହିଛନ୍ତି ଫସି ରହିଛନ୍ତି ୧୫ରୁ ଅଧିକ ଶ୍ରମିକ

ଉତ୍ତରପ୍ରଦେଶ ସୋନଭଦ୍ରରେ ଅଘଟଣ । ପଥରଖଣିରେ ଫସିରହିଛନ୍ତି ଫସି ରହିଛନ୍ତି ୧୫ରୁ ଅଧିକ ଶ୍ରମିକ ଶନିବାର କାମ କରୁଥିବା ସମୟରେ ବଡ ଖଣିଖାଦାନର ଏକ ଭାଙ୍ଗ ଭାଙ୍ଗିଯିବା ଫଳରେ ରାସ୍ତା ଅବରୋଧ ହୋଇଯାଇଛି । ଏଥସହ ପଥରଖଣ୍ଡ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର କାମ…

ଘରେ ବନାନ୍ତୁ ଲିପବାମ୍

ଶୀତ ଦିନରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଓଠ ଫାଟିବା, କଳା ପଡ଼ିଯିବା ଏବଂ ଶୁଷ୍କ ହୋଇଯିବା‌। ଶୀତ ଋତୁରେ ବୋହୁଥିବା ଥଣ୍ଡା ପବନ ଚର୍ମର ଆର୍ଦ୍ରତା ହ୍ରାସ କରିଥାଏ, ଯାହା ଫଳରେ ଚର୍ମ ଶୁଷ୍କ ହୋଇଯାଏ। ଏହି ଶୁଷ୍କତା ବେଳେବେଳେ ଓଠକୁ କଳା ମଧ୍ୟ କରିଦିଏ। ତେବେ ହେଉଥିବା ଏସବୁ ସମସ୍ୟାର…

ପାରଦ ତଳମୁହାଁ ହେବା ସାଙ୍ଗକୁ ବଢୁଛି ଶୀତର ପ୍ରକୋପ

ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଜାଡ଼ ମାଡ଼ରେ ଜଡ଼ସଡ଼ ଜନଜୀବନ। ପାରଦ ତଳମୁହାଁ ହେବା ସାଙ୍ଗକୁ ବଢୁଛି ଶୀତର ପ୍ରକୋପ । ସଞ୍ଜ ନଇଁବା ମାତ୍ରକେ ବଢ଼ୁଛି ଥଣ୍ଡା । ଜନଗହଳିପୂର୍ଣ୍ଣ ରାସ୍ତା ଖାଁ ଖାଁ ହୋଇପଡୁଛି । ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ  ଜିଲ୍ଲାରେ ୧୦…

ନୂଆପଡ଼ାରେ ‘ଶଙ୍ଖ’ ଶୁଭିଲାନି: ବିଜେଡ଼ିକୁ କଟାକ୍ଷ କଲେ ଶ୍ରୀମୟୀ ଓ ଏଲିନା

ନୂଆପଡ଼ାରେ ‘ଶଙ୍ଖ’ ଶୁଭିଲାନି ବୋଲି ଏବେ ସୋସିଆଲ ମିଡିଆରେ ସମାଲୋଚନା ପରେ ସମାଲୋଚନାର ସାମନା କରୁଛି ବିଜେଡି । ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ବାରମ୍ବାର ସର ମାରୁଥିବାବେଳେ, ଏବେ ଶ୍ରୀମୟୀଙ୍କ ସମାଲୋଚନା ତାଳରେ ତାଳ ମିଳାଇଛନ୍ତି ଆଉ ଜଣେ ମହିଳା ନେତ୍ରୀ । ଦଳ ଭିତରୁ ନିଜ…