Browsing Tag

#metro tv

ଭାରତ ଏବଂ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ମ୍ୟାଚ: ରିଷଭ ପନ୍ତ ଆହତ

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ୱିକେଟକିପର-ବ୍ୟାଟର ରିଷଭ ପନ୍ତ ପଡ଼ିଆ ଛାଡ଼ିଛନ୍ତି। କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଇନିଂସର ୫୮ତମ ଓଭରରେ ଶ୍ରୀଲଙ୍କା ବୋଲର ଲାହିରୁ କୁମାରାଙ୍କର ଗୋଟିଏ ସର୍ଟ ବଲ୍ ପନ୍ତଙ୍କ wristରେ ବାଜିଥିଲା। ପନ୍ତ…

ହସ୍ପିଟାଲରେ ହିରୋ ନମ୍ବର ୱାନ୍’ ଗୋବିନ୍ଦା, ଜାଣନ୍ତୁ କାରଣ

ବଲିଉଡର ‘ହିରୋ ନମ୍ବର ୱାନ୍’ ଗୋବିନ୍ଦା ଏବେ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଲଗାତାର ଲାଇମଲାଇଟରେ ଅଛନ୍ତି। ବିଶେଷ କରି ପତ୍ନୀ ସୁନୀତା ଆହୁଜାଙ୍କ ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଏବେ ଅଭିନେତା…

ଜାପାନରେ ଭୂକମ୍ପର ଜୋରଦାର ଝଟକା,୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ

ଜାପାନରେ ରବିବାର ଭୋରୁ ଭୂକମ୍ପର ଜୋରଦାର ଝଟକା । ରାଜଧାନୀ ଟୋକିଓ ସମେତ ପୂର୍ବ ଜାପାନର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ତୀବ୍ରତା ୫.୯ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁଁ ୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ ହୋଇଥିବା ଅଧିକାରୀମାନେ ସୂଚନା…

ସଂରକ୍ଷଣ ହଟାଇବା ଦାବିରେ ଜନ୍ତର ମନ୍ତରରେ ଜେନ୍-ଜିଙ୍କ ଆନ୍ଦୋଳନ , ସରକାରଙ୍କ ନିକଟରେ ୫ଟି ମୁଖ୍ୟ ଦାବି

ପ୍ରତିଦିନ ଆନ୍ଦୋଳନ ହେଉଛି । ଆନ୍ଦୋଳନର ତରିକା ବଦଳିଛି । କିଛି ଦିନ ତଳେ ଦିଲ୍ଲୀର ଜନ୍ତର ମନ୍ତରରେ ନିଟ୍ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟତଃ ଜେନ୍-ଜି ମାନେ ଏଥିରେ ସାମିଲ ଥିଲେ । ଏବେ ପୁଣି ଅନ୍ୟ ଏକ ପ୍ରସଙ୍ଗକୁ ନେଇ ଜେନ୍-ଜି ମାନେ ଆନ୍ଦୋଳନକୁ…

MV Ocean Winner’ ପାଇଁ ବଙ୍ଗୋପସାଗରରେ ବଡ଼ ରେସ୍କ୍ୟୁ ଅପରେସନ୍,୨ ଜଣ ଉଦ୍ଧାର

MV Ocean Winner’ ପାଇଁ ବଙ୍ଗୋପସାଗରରେ ବଡ଼ ରେସ୍କ୍ୟୁ ଅପରେସନ୍ । ନିଖୋଜ କ୍ରୁଙ୍କ ସନ୍ଧାନରେ କୋଷ୍ଟଗାର୍ଡର ୩ ଜାହାଜ । ବର୍ତ୍ତମାନ ସୁଦ୍ଧା ୨ ଜଣ ଉଦ୍ଧାର ହୋଇଥିବା ସୂଚନା ରହିଛି । ବଙ୍ଗୋପସାଗରରେ ବୁଡ଼ିଯାଇଥିବା MV Ocean Winnerର ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଭାରତୀୟ…

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ,ପ୍ରବଳ ବର୍ଷା ନେଇ ରାଜ୍ୟର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଉତ୍ତର ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଭୋର ୫ଟା ୩୦ ମିନିଟ୍ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ,ସାତଦିନ ଧରି ଚାଲିବ

ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ ।…

ଏହି ରାଶିଙ୍କର ଦୀର୍ଘଦିନ ଧରି ଅଟକିଥିବା କାମ ଶେଷ ହେବ

ମେଷ: ଆଜି ଘର ନିର୍ମାଣ କିମ୍ବା ଘର ସଜାଣି ନେଇ ନୂଆ ଯୋଜନା କରିପାରନ୍ତି । ଅତିରିକ୍ତ ଆୟର ସୁଯୋଗ ମିଳିପାରେ । ଦୀର୍ଘଦିନ ଧରି ଅଟକିଥିବା କାମ ଶେଷ ହେବ । ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ବୃଷ: ବ୍ୟବସାୟରେ ଉନ୍ନତିର ସଙ୍କେତ ରହିଛି । କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ ।…

ଗଞ୍ଜାମ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା-୩୦,  ସଭା ସମିତି ଓ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ

ଗଞ୍ଜାମ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା-୩୦ ।  ସଭା ସମିତି ଓ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ ।  ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଏବଂ ରାଜନୈତିକ ଦଳଗୁଡ଼ିକର ସଭା, ସମାବେଶ ଓ ଶୋଭାଯାତ୍ରା ଯୋଗୁଁ ସମ୍ଭାବ୍ୟ ଅଶାନ୍ତିକୁ ଏଡ଼ାଇବା ପାଇଁ ପୋଲିସ…

ଫିଟନେସ୍ ଟ୍ରାକିଂ ଦୁନିଆରେ ଲଞ୍ଚ ହେବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ଡିଭାଇସ୍ ‘ଟେମ୍ପଲ୍, ମନର ଗୁପ୍ତ କଥା ଏବଂ…

ଫିଟନେସ୍ ଟ୍ରାକିଂ ଦୁନିଆରେ ଏବେ କ୍ରାନ୍ତି ଆସିବାକୁ ଯାଉଛି। ଏପର୍ଯ୍ୟନ୍ତ ହାତରେ ସ୍ମାର୍ଟୱାଚ୍ କିମ୍ବା ଫିଟନେସ୍ ବ୍ୟାଣ୍ଡ ପିନ୍ଧିବାର ଯେଉଁ କ୍ରେଜ୍ ରହିଥିଲା, ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଆସୁଛି ଏକ ଭିନ୍ନ ଧରଣର ସ୍ମାର୍ଟ ଗ୍ୟାଜେଟ୍। ଜୋମାଟୋ ଏବଂ ଇଟର୍ନାଲର ପ୍ରତିଷ୍ଠାତା…