ଆଇପିଏଲ୍-୧୯ – କେକେଆର୍ ର ନୂଆ ଜର୍ସି ଉନ୍ମୋଚିତ
ଚଳିତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍-୧୯ ପୂର୍ବରୁ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ର ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତା’ର ନୂଆ ଜର୍ସିକୁ ଶନିବାର ଉନ୍ମୋଚିତ କରିଛି। ନିଆରା ଡିଜାଇନ୍ର ସମ୍ଭାର ଥିବା ଏହି ଜର୍ସିର ଥିମ୍…