ଚୀନ ପାକ ମୁକାବିଲା ପାଇଁ ଭାରତ ପାଖରେ ନାହିଁ ପର୍ଯ୍ୟାପ୍ତ ଲଢୁଆ ବିମାନ
ଅକ୍ଟୋବରରୁ ଭାରତର ଲଢୁଆ ବିମାନ ସଂଖ୍ୟା ୨୯ ସ୍କ୍ୱାଡ୍ରନ୍କୁ ଖସି ଆସିବ, ଯାହା କି ପାକିସ୍ତାନର ୨୫ ସ୍କ୍ୱାଡ୍ରନ୍ର ପାଖାପାଖି ହେବ। ବିଶେଷ କରି ଚୀନ୍ର ଏୟାର୍ ଫ୍ଲିଟ୍ରେ ଯଥେଷ୍ଟ ଅଧିକ ୬୬ ସ୍କ୍ୱାଡ୍ରନ୍ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ସାଧାରଣତଃ ଏକ ସ୍କ୍ୱାଡ୍ରନ୍ରେ ୧୮ରୁ…