ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାର ପ୍ରକାଶ ପାଇଲା ରାୟ, ଏହା ଏକ ଦୁଃଖଦ ଦୁର୍ଘଟଣା,କୌଣସି ପ୍ରକାର ଷଡଯନ୍ତ୍ର ନୁହେଁ
ଆସାମର ପ୍ରସିଦ୍ଧ ଗାୟିକା ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ସିଙ୍ଗାପୁରର ଏକ କୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି। ବୁଧବାର ଷ୍ଟେଟ୍ କରୋନର୍ କୋର୍ଟ ପୋଲିସ ତଦନ୍ତକୁ ସମର୍ଥନ କରି କହିଛନ୍ତି ଯେ ସିଙ୍ଗରଙ୍କ ମୃତ୍ୟୁ ଏକ ଦୁଃଖଦ ଦୁର୍ଘଟଣା ଥିଲା, ଏଥିରେ କୌଣସି ପ୍ରକାର ଷଡଯନ୍ତ୍ର ନଥିଲା।…